ଓଡିଶା

odisha

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : May 17, 2021, 1:03 PM IST

Updated : May 17, 2021, 1:20 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ନାରଦା ଷ୍ଟିଙ୍ଗ ମାମଲା: ଟିଏମସିର 2 ମନ୍ତ୍ରୀ ସମେତ 4 ଗିରଫ

ବହୁଚର୍ଚ୍ଚିତ ନାରଦା ଲାଞ୍ଚ ମାମଲାରେ 4 ଜଣଙ୍କୁ ଗିରଫ କରିଛି ସିବିଆଇ।

2. ଭୟଙ୍କର ହେଉଛି ତାଉ'ତେ: ସନ୍ଧ୍ୟା ସୁଦ୍ଧା ଛୁଇଁବ ସ୍ଥଳଭାଗ

ଭୟଙ୍କର ବାତ୍ୟାର ରୂପ ନେଉଛି ତାଉ'ତେ । ଘଣ୍ଟା ପ୍ରତି 20 କିଲୋମିଟରରେ ଗତି କରୁଛି ବାତ୍ୟା ।

3. ଆରପାରିରେ ଅମରେନ୍ଦ୍ର; ଶୋକସନ୍ତପ୍ତ ମନ୍ମଥ-ପ୍ରେମଆନନ୍ଦ

କୋରୋନା ନେଲା ଆଉ ଜଣେ କଳାକାରଙ୍କ ଜୀବନ । ଆରପାରିକୁ ଚାଲିଗଲେ ଅମରେନ୍ଦ୍ର ମହାନ୍ତି ।

4. 4 ଟିଏମସି ନେତା ଗିରଫ ପରେ ସିବିଆଇ କାର୍ଯ୍ୟାଳୟରେ ମମତା

ନାରଦା ଷ୍ଟିଙ୍ଗ ମାମଲାରେ 4 ଜଣ ଟିଏମସି ନେତା ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

5. ଟିଏମସି ନେତା ମନ୍ତ୍ରୀ ଗିରଫ ପରେ ଗର୍ଜିଲେ ସମର୍ଥକ

ଟିଏମସିର ହେଭିୱେଟ ନେତା ମନ୍ତ୍ରୀଙ୍କୁ ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ଗିରଫ ପରେ ତୃଣମୂଳ ସମର୍ଥକଙ୍କ ପ୍ରତିବାଦ।

6. ମେଡିସିନ ଗୋଦାମରେ ଅଗ୍ନିକାଣ୍ଡ; ଜଳିଗଲା 25 ଲକ୍ଷ ଟଙ୍କାର ମେଡିସିନ

ଇନ୍ଦୋରର ଭାରତ ସେରମ କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଜଳିଗଲା 20ରୁ 25 ଲକ୍ଷ ଟଙ୍କାର ମେଡିସିନ ।

7. ସଂକ୍ରମଣ ଭୟ; ଗଛ ଉପରେ ସଙ୍ଗରୋଧ ଗୃହ

ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୋଠା ନନ୍ଦିକୋଣ୍ଡା ଗାଁର ଜଣେ ଯୁବକ ।

8. କାର ବନେଟରୁ ନାଗରାଜ ଉଦ୍ଧାର

କାର ବନେଟରୁ 5 ଫୁଟର ଏକ ନାଗସାପ ଉଦ୍ଧାର । ଗତକାଲି ପିିପିଲରେ ଏକ କାରରେ ବନେଟ ଭିତରେ ଏକ ନାଗସାପ ମୁଣ୍ଡଳି ମାରି ଶୋଇଥିିବାବେଳେ କାର ମାଲିକ ଦେଖିଥିଲେ ।

9. ରାଜ୍ୟରେ ବି ବଢୁଛି ମୃତ୍ୟୁସଂଖ୍ୟା; ଦିନକରେ ପୁଣି ଗଲା 22 ଜୀବନ

ଆଜି(ସୋମବାର) ଗୋଟିଏ ଦିନରେ ରାଜ୍ୟରେ 22ଜଣଙ୍କ ଜୀବନ ନେଇଛି କିଲର କୋରୋନା ।

10. 69ତମ ମିସ୍ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି କୁଏତ ଝିଅ

ଏଥର ମିସ୍ ୟୁନିଭର୍ସ 2020ରେ ଭାରତର ପ୍ରତିନିଧିତ୍ବ କରୁଛନ୍ତି ଏଡଲିନ୍ କାଷ୍ଟେଲିନୋ ।

Last Updated : May 17, 2021, 1:20 PM IST

ABOUT THE AUTHOR

...view details