ଓଡିଶା

odisha

ETV Bharat / bharat

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 11 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 2, 2022, 11:01 AM IST

1.ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌, ୬ ମୃତ

ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର୍‌ । ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁ ମୃତ ।

2.India Corona, ଦେଶରେ କମୁଛି କୋରୋନା ସଂକ୍ରମଣ

ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ 24 ଘଣ୍ଟା ମଧ୍ୟରେ 6,168 ଜଣ ନୂଆ ସଂକ୍ରମିତ ଚିହ୍ନଟ ।

3.ଆୱାର୍ଡ ଗ୍ରହଣ କରି ଶୋଭାଯାତ୍ରା ଦାୟିତ୍ୱହୀନତାର ପରିଚୟ: କଂଗ୍ରେସ

ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(BJD to organize a rally for CM Naveen ) ।

4.ମଣ୍ଡପରେ ମନ ମୋହୁଛି କଦଳୀରେ ନିର୍ମିତ ଗଣେଶ

ଧରାବତରଣ କରିଛନ୍ତି ଅଗ୍ରପୂଜ୍ୟ । ସୁସଜ୍ଜିତ ତୋରଣ ସହ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ ।

5.Odisha Corona Cases, ରାଜ୍ୟରେ 226 ସଂକ୍ରମଣ ଚିହ୍ନଟ

24 ଘଣ୍ଟାରେ ରାଜ୍ୟରେ ଆଉ 226 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

6.ଭକ୍ତି ପାଇଁ ଲୋଡା ଆସ୍ଥା, ଘରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କଲେ ମୁସଲିମ ପରିବାର

ଉତ୍ତରପ୍ରଦେଶ ଅଲିଗଡର ଜଣେ ମୁସଲିମ ପରିବାର ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରି ପୂଜା କରୁଥିବା ଦେଖିବାକୁ ମିଳିଛି ।

7.ମେଡିସିନ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍, ୭ ଶ୍ରମିକ ଆହତ

ଉତ୍ତରାଖଣ୍ଡରେ ମେଡିସିନ ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍ ଲିକ୍ । ୭ରୁ ଅଧିକ ଶ୍ରମିକ ଆହତ ।

8.ଯାତାୟତରେ କଣ୍ଟା ସାଜିଛି ସକଟା ନାଳ, ସେତୁ ନିର୍ମାଣ ଦାବି କଲେ ଡଙ୍ଗରିଆ

ନିୟମଗିରି ସକଟା ନାଳରେ ସେତୁ ନିର୍ମାଣ ପାଇଁ ଦାବି କଲେ ଡଙ୍ଗରିଆ । ସେତୁ ନିର୍ମାଣ ପାଇଁ ଡଙ୍ଗରିଆଙ୍କ ଗୁହାରି ।

9.ପୁଣି ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ

ପୁଣି ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ଜ୍ୱର ଅଧିକ ହେବା ଫଳରେ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରୁ ନ କାଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।

10.Fuel Price Update, କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର ।

ABOUT THE AUTHOR

...view details