1-ରେଳସେବା ମାଧ୍ୟମରେ ପରିବହନ ହୋଇଛି 2013 ଟନ ତରଳ ମେଡିକାଲ ଅକ୍ସିଜେନ
2-ସ୍ମାର୍ଟସିଟିରେ ଗର୍ଭବତୀଙ୍କ ପାଇଁ ବୁଲିବ କୋଭିଡ ଟେଷ୍ଟିଂ ଭ୍ୟାନ
ବରିଷ୍ଠ ନାଗରିକଙ୍କ ପରେ ଏବେ ଗର୍ଭବତୀଙ୍କ କୋଭିଡ ଟେଷ୍ଟିଂ ସହଜ କରିବାକୁ ପଦକ୍ଷେପ ନେଉଛି ବିଏମସି ।
3-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ମିଶିଲା ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ
4-ବିଜୟନ କ୍ୟାବିନେଟରୁ ବାଦ ପଡିଲେ କେକେ ଶୈଳଜା, କୋଭିଡ ପରିଚାଳନା ପାଇଁ ମିଳିଥିଲା ପ୍ରଶଂସା
5-ରାଜ୍ୟପାଳଙ୍କ ବଦଳି ଚାହୁଁଛନ୍ତି ଦିଦି, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି