1. ମଙ୍ଗଳବାର ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ତିର୍ତ୍ତୋଲ ଉପନିର୍ବାଚନ ଭୋଟ ଗଣତି
2. କୋରୋନାରେ ଅବକାରୀ ଏସଆଇ ମୃତ
କୋରୋନା ସଂକ୍ରମଣରେ ବଲାଙ୍ଗୀର ଜିଲ୍ଲା ଅବକାରୀ ବିଭାଗର ଏସ୍ଆଇ ବଳରାମ ସାହୁଙ୍କ ଦେହାନ୍ତ ।
3.ରାଜଧାନୀରେ ଆଜି 70 ଆକ୍ରାନ୍ତ ଚିହ୍ନଟ, ସୁସ୍ଥ 90
4.ଏଣିକି ଖୋଲାରେ ପରିସ୍ରା କଲେ ସମ୍ବଲପୁରରେ ଗଣିବାକୁ ପଡିବ ଜୋରିମାନା
5.ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେଲେ ଭାରୋତ୍ତଳନକାରୀ ସ୍ନେହା ସୋରେନ