1.ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲା, ଆଜି ହାଇକୋର୍ଟରେ ଶୁଣାଣି
ଆଜି ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡ ମାମଲାର ଶୁଣାଣି ହାଇକୋର୍ଟରେ ହେବ ।
2.ନକ୍ସଲଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା
ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ରେ ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ ।
3.ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର ଜାରି
ଗୁରୁବାର ସକାଳେ ଜାମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ।
4.କେରଳ ସୁନା ଚୋରା ଚାଲାଣ ମାମଲା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ଇଡି
5.ବିବାହକୁ ଆସି ସୁନା ଲୁଟି ନେଲେ ଦୁର୍ବୃତ୍ତ