1.କଶ୍ମୀରରେ ଦୁଇଟି ସ୍ଥାନରେ ବସରେ ବିସ୍ଫୋରଣ, 2 ଆହତ
2.India Corona: ଦିନକରେ 4272 ନୂଆ ସଂକ୍ରମିତ
ଦେଶରେ ହ୍ରାସ ପାଉଛି କୋରୋନା ସଂକ୍ରମଣ । ଦିନକରେ ମାତ୍ର 4,272 ନୂଆ ସଂକ୍ରମିତ ଚିହ୍ନଟ ।
3.Lumpy fear: ବାରମରରେ 15 ହରିଣଙ୍କ ମୃତ୍ୟୁ, ହାଇଆଲର୍ଟରେ ଝାଡଖଣ୍ଡର ପାଲାମୁ ଟାଇଗର ରିଜର୍ଭ
ଲମ୍ଫି ଭୂତାଣୁ ନେଇ ବଢୁଛି ଭୟ । ରାଜସ୍ଥାନରେ ଅମୃତା ଦେବୀ ଓ୍ବାଇଲ୍ଡ ଲାଇଫ ରିଜର୍ଭରେ 15 ହରିଣଙ୍କ ମୃତ୍ୟୁ ।
4.ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ
ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ୪.୫ ତୀବ୍ରତାର ଭୂକମ୍ପ ଝଟକା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ।
5.Congress President Election: ଆଜି ନାମାଙ୍କନ ଭରିବେ ଦିଗବିଜୟ ସିଂ !