ଓଡିଶା

odisha

ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭି ଟପ ନ୍ୟୁଜ

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Sep 1, 2022, 9:12 PM IST

୧.ଚାଷୀଙ୍କ ଖାତାକୁ ଗଲା କାଳିଆ ସହାୟତା, ଖୁବଶୀଘ୍ର ମିଳିବ ବନ୍ୟା କ୍ଷୟକ୍ଷତି ଟଙ୍କା

ଛୋଟ ଓ ଭୂମିହୀନ ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା (KALIA scheme assistance money provided) ।

୨. Balangir Nuakhai: ନୂଆଁଖାଇ ପର୍ବରେ ମସ୍‌ଗୁଲ ବଲାଙ୍ଗୀରବାସୀ, ଜୁହାର ଭେଟ ପରେ ଝୁମୁଛନ୍ତି ଲୋକେ

ନାଚଗୀତରେ ଝୁମୁଛନ୍ତି । ବାଜାବାଦ୍ୟରେ କମ୍ପି ଉଠିଛି ସାରା ଅଞ୍ଚଳ । ଜାକଜକମର ସହ ପାଳନ ହେଉଛି ନୂଆଁଖାଇ ତିହାର ।

୩. ସରକାରଙ୍କୁ ବରୁଣଙ୍କ ଟାର୍ଗେଟ, ରୋଜଗାର ହାର ଗତ 5 ବର୍ଷରେ ସର୍ବନିମ୍ନ

ପୁଣି ସରକାରଙ୍କୁ ଘେରିଲେ ବିଜେପି ନେତା ତଥା ସାଂସଦ ବରୁଣ ଗାନ୍ଧୀ (Varun Gandhi on Employment) ।

୪. କ୍ଷୁଦ୍ର ଚଳଚିତ୍ର ଲଞ୍ଚ କଲା ନୌସେନା, ଦେଖନ୍ତୁ ଭିଡିଓ

ଭାରତୀୟ ନୌସେନାର ଶକ୍ତି, ସାମର୍ଥ୍ୟ ଓ ଅପରେସନ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଏକ କ୍ଷୁଦ୍ର ଚଳଚିତ୍ର ଲଞ୍ଚ କରିଛି ଭାରତୀୟ ନୌସେନା ।

୫. ଦେଶରେ ଖୁବଶୀଘ୍ର ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଜରାୟୁ କର୍କଟ ଟିକା

ଖୁବଶୀଘ୍ର ଉପଲବ୍ଧ ହେବ ଜରାୟୁ କର୍କଟ ଟିକା । ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ ହେବା ନେଇ ଆଦାର ପୁନାଓ୍ବାଲାଙ୍କ ସୂଚନା ।

୬. ମାସ ଆରମ୍ଭରୁ ବଦଳିଲା ବହୁ ନିୟମ, ବଢିଲା ଗ୍ରାହକଙ୍କ ପକେଟ ବୋଝ

ପ୍ରତିଟି ମାସର ପ୍ରଥମ ତାରିଖ ନିଜ ସହିତ ଅନେକ ପରିବର୍ତ୍ତନ ଆଣିଥାଏ । ଆଜିଠୁ ଆରମ୍ଭ ହୋଇଥିବା ସେପ୍ଟେମ୍ବରର ପ୍ରଥମ ଦିନ ଆପଣଙ୍କ ପକେଟର ବୋଝକୁ ବଢାଇବାକୁ ଯାଉଛି ।

୭. ଅଜଣା ରୋଗରେ ପୀଡିତ ତିନି ସନ୍ତାନ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

ରୋଗ ଶଯ୍ୟାରେ ତିନି ସନ୍ତାନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରଙ୍କ ନିକଟରେ ସାହାଯ୍ୟ ଭିକ୍ଷା କଲେ ପରିବାର ।

୮. SpiceJet ବିମାନରେ ପୁଣି ଯାନ୍ତ୍ରିକ ସମସ୍ୟା, ଦିଲ୍ଲୀରେ ଜରୁରୀକାଳୀନ ଅବତରଣ

ଦିଲ୍ଲୀରୁ ନାସିକ ଯାଉଥିବା ସ୍ପାଇସଜେଟ ବିମାନର ଅଟୋପାଇଲଟ ସିଷ୍ଟମରେ ସମସ୍ୟା । ଦିଲ୍ଲୀରେ କଲା ଜରୁରୀକାଳୀନ ଅବତରଣ ।

୯.ହାଇଦ୍ରାବାଦ ଟିମରେ ଚୟନ ପରେ ଓଡିଆ ଜୁନିଅର୍ କ୍ରିକେଟର ମାନସଙ୍କ ପ୍ରତିକ୍ରିୟା

ଓଡିଆ ଜୁନିଅର କ୍ରିକେଟର ମାନସ ଖାରା ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତ ବନାମ ଶ୍ରୀଲଙ୍କା ଅଭ୍ୟାସ ମ୍ୟାଚ୍‌ ଖେଳିବେ ।

୧୦. ଆସନ୍ତାକାଲି ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ

ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ମହାବାହୁ । ଆସନ୍ତାକାଲି ରାଜ୍ୟର ସମସ୍ତ ପ୍ରେକ୍ଷାଳୟରେ ରିଲିଜ ହେବ ମହାବାହୁ ।

ABOUT THE AUTHOR

...view details