1. Cyclone Update: ଓଡିଶା ଉପକୂଳ ଛୁଇଁବନି ସମ୍ଭାବ୍ୟ ବାତ୍ୟା
ଓଡିଶା ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା, ସୂଚନା ଦେଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।
2. ଶାନ୍ତି ଶୃଙ୍ଖଳାରେ ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ଖୁବଶୀଘ୍ର ମୂଲ୍ୟାୟନ ପ୍ରକ୍ରିୟା
ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଥିବା କହିଲେ ବୋର୍ଡ଼ ସଭାପତି ।
3. VIRAL VIDEO: ସରିଲା ଦଶମ ବୋର୍ଡ ପରୀକ୍ଷା, ଗୁଆଘିଅ ଗୀତରେ ନାଚିଲେ ଛାତ୍ର
4. ଦେବାଶିଷଙ୍କ ଗୋହି ଖୋଳିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ
5. ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା