ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - 9PM ତାଜା ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Dec 25, 2021, 9:05 PM IST

1.ଏକବିଂଶ ଶତାବ୍ଦୀକୁ ନିଜ ହାତମୁଠାରେ ରଖିବା ପାଇଁ ଯୁବପିଢିଙ୍କୁ ଆହ୍ବାନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ୟୁପି ଛାତ୍ରଛାତ୍ରୀଙ୍କୁ ୧ କୋଟି ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ବଣ୍ଟନ ଅଭିଯାନର ଶୁଭାରମ୍ଭ । ସ୍ନାତକ ଏବଂ ସ୍ନାତକୋତ୍ତର ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ଦିଆଗଲା ମାଗଣା ଟ୍ୟାବଲେଟ ଓ ସ୍ମାର୍ଟଫୋନ ।

2.OBC Politics: ପଞ୍ଚାୟତ ନିର୍ବାଚନରେ 40% OBC ପ୍ରାର୍ଥୀ ଦେବ BJD

ଆଗାମୀ ପଞ୍ଚାୟତ ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ (OBC) 40 ପ୍ରତିଶତ ପ୍ରାର୍ଥୀ କରିବ ବିଜେଡି । ଏନେଇ ଆଜି ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ସୂଚନା ଦେଇଛନ୍ତି ।

3.ଅକସ୍ମାତ ମୃତ୍ୟୁ: ସଫେଇ କରିବାବେଳେ ଟଳି ପଡ଼ି କର୍ମଚାରୀ ମୃତ

କେଉଁଠି ବି ଓ କେଉଁ ମୁହୂର୍ତ୍ତରେ ମୃତ୍ୟୁ ଆସିବ କେହି ଭାବିପାରିବେ ନାହିଁ ।ଫେଇ କରିବାବେଳେ ଟଳି ପଡ଼ି କର୍ମଚାରୀ ମୃତ

4.Athletics in 2021: ନୀରଜଙ୍କ ଅଲମ୍ପିକ୍‌ ସ୍ବର୍ଣ୍ଣରୁ ଭାରତୀୟ ଆଥଲେଟିକ୍ସର ନୂଆ ଯୁଗ ଆରମ୍ଭ

ବର୍ଷ ୨୦୨୧ ଥିଲା ଭାରତୀୟ ଆଥଲେଟିକ୍ସ ପାଇଁ ଏକ ନୂଆ ଯୁଗର ଆରମ୍ଭର ବର୍ଷ । ନୀରଜ ଚୋପ୍ରା ଟୋକିଓ ଅଲମ୍ପିକ୍‌ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଏହାର ମୂଳଦୁଆ ପକାଇଥିଲେ ।

5.ଦିଲ୍ଲୀର ୬୦ ପ୍ରତିଶତ ମହିଳା ନେଇ ନାହାଁନ୍ତି କୋରୋନା ଟିକା: ସ୍ବାସ୍ଥ୍ୟ ବିଶେଷଜ୍ଞ

କୋରୋନା ଭୟ ଦେଶରୁ ନ ଯାଉଣୁ ଏବେ ଓମିକ୍ରନ ପୁରା ଦେଶରେ ଆତଙ୍କ ଖେଳାଇଲାଣି । ସେଥିପାଇଁ ଟୀକାକରଣକୁ ଜୋରଦାର କରୁଛନ୍ତି କେନ୍ଦ୍ର ସରକାର । ଦିଲ୍ଲୀରେ ୬୦ ପ୍ରତିଶତ ମହିଳା କୋରୋନା ଟିକା ନେଇ ନାହାଁନ୍ତି ।

6.ଦେଶୀ ମଦ ସହ ବାଇକକୁ ମାଡି ବସିଲା ପୋଲିସ, 4 ଅଭିଯୁକ୍ତ କୋର୍ଟ ଚାଲାଣ

ଯାଜପୁର ରୋଡ ଅବକାରୀ ବିଭାଗ ପକ୍ଷର ରାଣୀପଡା ଛକରେ ଚଢ଼ାଉ । ୧୮୦ ଲିଟର ଦେଶୀ ମଦ ସହିତ ବାଇକ ଜବତ । ଅଭିଯୁକ୍ତଙ୍କୁ କରାଗଲା କୋର୍ଟ ଚାଲାଣ ।

7.JSW project: ଗୋବିନ୍ଦପୁରରେ 20ଟି ପାନ ବରଜ ଅଧିଗ୍ରହଣ କଲା ପ୍ରଶାସନ

ପ୍ରସ୍ତାବିତ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ଅଞ୍ଚଳରେ ଗୋବିନ୍ଦପୁର ଗାଁରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନ ବରଜ ଅଧିଗ୍ରହଣ କାର୍ଯ୍ୟ ଜାରି ।

8.Punjab Assembly Election: ନିର୍ବାଚନ ଲଢିବେ ଚାଷୀ, ଗଢିଲେ Samyukta Samaj Morcha

2022 ରେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢିବ ସଂଯୁକ୍ତ ସମାଜ ମୋର୍ଚ୍ଚା (Samyukta Samaj Morcha) । 22 ଟି ୟୁନିୟନର ମିଳିତ ସାମ୍ମୁଖ୍ୟ ହେଉଛି ଏହି ନୂଆ ସଂଗଠନ ।

9.ଜାନୁଆରୀ 5ରୁ ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା

ଆସନ୍ତା ଜାନୁଆରୀ ୫ ତାରିଖରୁ ମାଟ୍ରିକ ସମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।

10 . Kashmir Encounter: ସୁରକ୍ଷାବଳକୁ ସଫଳତା, ଟଳିଲେ ଦୁଇ ଆତଙ୍କୀ

କାଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା । ଅବନ୍ତିପୋରା ଏନକାଉଣ୍ଟରରେ ଟଳିଲେ 2 ଆତଙ୍କୀ । ଜାରି ରହିଛି ସର୍ଚ୍ଚ ଅପରେସନ ।

ABOUT THE AUTHOR

...view details