1. ପିପିଲି ଉପ-ନିର୍ବାଚନରେ ଗଣତନ୍ତ୍ରର ହତ୍ୟା ହୋଇଛି: ପିସିସି ସଭାପତି
2. ଚଳିତ ବର୍ଷ ସହକାରୀ ପ୍ରଫେସରଙ୍କ ନିଯୁକ୍ତି ପାଇଁ ବାଧ୍ୟତାମୂଳ ନୁହେଁ PhD
3. 'ବିଜୁ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବା ପାଇଁ ମେଳା କରିବା ବନ୍ଦ କରନ୍ତୁ ରାଜ୍ୟ ସରକାର'
4. ଆଜି ରାଜ୍ୟରୁ ସୁସ୍ଥ ହେଲେ 691 କୋରୋନା ଆକ୍ରାନ୍ତ
ରାଜ୍ୟରୁ ଆଜି ଦିନକରେ 691 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 13ହଜାର 833ରେ ପହଞ୍ଚିଲା ।
5. ବ୍ରିଟେନକୁ ଭାରତର ପାଲଟା ଜବାବ, 10ଦିନ କ୍ବାରେଣ୍ଟାଇନରେ ରହିବେ UK ଫେରନ୍ତା