1.ତିରୁପତି ମନ୍ଦିର ପ୍ରଶାସନର ନିର୍ଦ୍ଦେଶ, ଟିକା ନ ନେଲେ କର୍ମଚାରୀଙ୍କୁ ମିଳିବନି ଦରମା
ଟିକା ନନେଲେ ତିରୁପତି ମନ୍ଦିର କର୍ମଚାରୀଙ୍କୁ ମିଳିବ ନାହିଁ ଦରମା। ନିର୍ଦ୍ଦେଶ ଜାରି କଲା ପରିଚାଳନା ବୋର୍ଡ ।
2.ଓଡିଶାରେ GST ରେକର୍ଡ, ଜୁନରେ 858 କୋଟି ଆଦାୟ
3.ରାଜ୍ୟରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା
4.ଅନାହାରରେ ବିତୁଛି ଦୁଇଟି ଜୀବନ
5.ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍ କୋର୍ଟ ଉଦଘାଟିତ