ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top 9

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM
TOP NEWS@9PM

By

Published : May 12, 2021, 9:24 PM IST

1-କୋଭିଡ ମୁକାବିଲା ପାଇଁ ଏକଜୁଟ ବିରୋଧୀ, ପ୍ରଧାନମନ୍ତ୍ରୀଙ୍କୁ 12 ଦଳର ନେତାଙ୍କ ଚିଠି

କୋରୋନାର ମୁକାବିଲା ପାଇଁ 12 ପ୍ରମୁଖ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ।

2-25 ଲକ୍ଷ ଡୋଜ ଟିକା ସହ ଚିକିତ୍ସା ସାମଗ୍ରୀ ଦାବି କଲା ଓଡିଶା

ଦେଶର କୋଭିଡ ସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।

3-1.5 ଲକ୍ଷ DRDO ଅକ୍ସିକେୟାର ସିଷ୍ଟମ କିଣିବେ ସରକାର, ପିଏମ କେୟାରରୁ ହେବ ଖର୍ଚ୍ଚ

କେନ୍ଦ୍ରସରକାର ବୁଧବାର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ପକ୍ଷରୁ ବିକଶିତ 1 ଲକ୍ଷ 50 ହଜାର ଅକ୍ସିକେୟାର ସିଷ୍ଟମକୁ କିଣିବା ପାଇଁ ମଞ୍ଜୁରୀ ଦେଇଛନ୍ତି ।

4-24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8547 କୋରୋନା ଆକ୍ରାନ୍ତ

କୋଭିଡରେ ଆକ୍ରାନ୍ତ ହାେଇ ବିଭିନ୍ନ ହସପିଟାଲରେ ଚିକିତ୍ସାରତ ଆକ୍ରାନ୍ତଙ୍କ ମଧ୍ୟରୁ ଆଉ 8547 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

5-ପିଡିଏସ ଚାଉଳ ବଣ୍ଟନ ବେଳେ ବାୟୋମେଟ୍ରିକ ମେସିନ ବ୍ୟବହାର ବନ୍ଦ ହେଉ: କଂଗ୍ରେସ

ବାୟୋମେଟ୍ରିକ ମେସିନ ବ୍ୟବହାର ହେଲେ କୋରୋନା ସଂକ୍ରମଣ ଆହୁରି ବଢିବ ।

6-୨୪ ଘଣ୍ଟାରେ କାଳବୈଶାଖୀ, ୨ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରକୋପ ଜାରି ରହିବ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।

7-ହାଇସିକ୍ୟୁରିଟି ଜୋନରେ ମାତିଲେ ଚୋର, ପୋଲସରା ବିଧାୟକଙ୍କ ଘରୁ ଲୁଟିଲେ ସର୍ବସ୍ବ

ତାଲାବନ୍ଦ ବେଳେ ତାଲା ଭାଙ୍ଗି ପଶିଲେ ଚୋର । ହାଇସିକ୍ୟୁରିଟି ଜୋନରେ ଲୁଟି ନେଲେ ସର୍ବସ୍ବ ।

8-ନିୟମକୁ ଫୁ, ନ୍ୟାୟ ପାଇଁ ସିପିଙ୍କୁ ଦେଖା କରିବାକୁ ବୃଦ୍ଧଙ୍କ ୫ କି.ମି ସାଇକେଲ ଯାତ୍ରା
ବରିଷ୍ଠ ନାଗରିକଙ୍କୁ ପୋଲିସ କରୁଛି ହଇରାଣ । ୫ କି.ମି ଅତିକ୍ରାନ୍ତ କରି ପୋଲିସ ସେବା ଭବନକୁ ଆସିଥିବା ୬୯ ବର୍ଷିୟ ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ ।

9-ବିଏମସି କମିଶନର ହେଲେ ସଞ୍ଜୟ; ପ୍ରମୋସନ ନା ଡିମୋସନ ?

1997 ବ୍ୟାଚର ଆଇଏଏସ ଅଫିସର ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ଅନେକ ସନ୍ଦେହ ସୃଷ୍ଟି କରିଛି ।

10-5 ଦିନରେ କୋରୋନାକୁ ମାତ ଦେଲା ନବଜାତ

ସାରାଦେଶ ଏବେ ମହାମାରୀ କୋରୋନା ସହ ଜୁଝୁଛି । ଏଭଳି ସ୍ଥିତିରେ ଜଣେ ନବଜାତ ଶିଶୁ 5 ଦିନରେ ମହାମାରୀ କୋରୋନାକୁ ମାତ୍ ଦେଇଛି ।

ABOUT THE AUTHOR

...view details