1-କୋରୋନାରେ ଆକ୍ରାନ୍ତ ହେଲେ ସସ୍ମିତ ପାତ୍ର ଓ ଭଦ୍ରକ ବିଧାୟକ
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଭଦ୍ରକର ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କୁ କୋରୋନା ।
2-ରାଜ୍ୟ ସରକାରଙ୍କ ଘର ମରାମତି ସହାୟତାକୁ ଲାଞ୍ଚ କହିଲା କଂଗ୍ରେସ
3-ଜଗତସିଂହପୁରରୁ ଲକ୍ଷାଧିକ ମୂଲ୍ୟର ବ୍ରାଉନସୁଗାର ଜବତ, ମହିଳା ଗିରଫ
4-ଜାମିନ ପାଇଲେ କାଳୀଚରଣ ମହାରାଜ
5-PM'S security breach: ପଞ୍ଜାବ ସରକାରଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଅପିଲ୍