ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 25, 2022, 9:20 PM IST

୧. ରାଷ୍ଟ୍ରପତି ହେଲେ ଆଦିବାସୀ ଝିଅ: ଜାଣନ୍ତୁ ଦେଶରେ ସାନ୍ତାଳୀ ସମ୍ପ୍ରଦାୟର ସ୍ୱତନ୍ତ୍ରତା

ଆଜି ଭାରତ ପାଇଁ ଥିଲା ଐତିହାସିକ ଦିନ । ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଭାରତର ୧୫ତମ ରାଷ୍ଟ୍ରପତି ହୋଇଥିବା ବେଳେ ଆଜି ଶପଥ ଗ୍ରହଣ କରିଛନ୍ତି ।

୨. ଅନ୍ୟ ଜାତିରେ ବିବାହ କରି ସାମାଜିକ ବାସନ୍ଦ, ଗଛମୂଳେ କଟୁଛି ଦମ୍ପତ୍ତିଙ୍କ ଜୀବନ

ଆଧୁନିକ ଜୀବନଶୈଳ ସହ ନୂଆ ନୂଆ କଥା ଶିଖୁଛି ଆଜିର ମଣିଷ ।

୩. ଆକାଶ ମାର୍ଗରୁ କନଓ୍ୱାର ଯାତ୍ରାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଆକାଶ ମାର୍ଗରୁ ରାଜ୍ୟରେ ଜାରି ରହିଥିବା ଶ୍ରାବଣର ପ୍ରସିଦ୍ଧ କନଓ୍ବାର ଯାତ୍ରାର ସମୀକ୍ଷା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ।

୪. ଓରମାସ ଦେଖାଇଲା ବାଟ: ଫିନାଇଲ ତିଆରି କରି ସ୍ୱାବଲମ୍ବୀ ହେଲେ SHG ଆଦିବାସୀ ମହିଳା

ଏବେ ଘର ଚଳାଉଛନ୍ତି ନବରଙ୍ଗପୁରର ତୁଳସୀ ସ୍ଵୟଂ ସହାୟିକା ଗୋଷ୍ଠୀର ଆଦିବାସୀ ମହିଳା ।

୫. ଲୋକନାଥ ପୀଠରେ ପ୍ଲାଷ୍ଟିକ କଳସୀରେ ଜଳଲାଗି, କଟକଣା ଲଗାଇବାକୁ ଦାବି

ବଢୁଛି ପ୍ଲାଷ୍ଟିକ କଳସୀର ବ୍ୟବହାର । ଲୋକନାଥ ପୀଠରେ ପ୍ଲାଟିକ କଳସୀରେ ଜଳଲାଗି କଲେ ଅଧିକାଂଶ କାଉଡିଆ ।

୬. ପ୍ରାର୍ଥ ଚାଟାର୍ଜୀଙ୍କ ନାହିଁ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା, କୋର୍ଟରେ AIIMS ରିପୋର୍ଟ ଦାଖଲ କଲା ED

ଆସିଲା ପ୍ରାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ । କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା AIIMS ରିପୋର୍ଟକୁ କୋର୍ଟରେ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଭର୍ଚ୍ଚୁଆଲି ଜାରି ରହିଛି ଶୁଣାଣି ।

୭. ଭାରତ ଇତିହାସରେ କାହିଁକି ସ୍ୱତନ୍ତ୍ର 25 ଜୁଲାଇ ? ଜାଣନ୍ତୁ କାରଣ

25 ଜୁଲାଇ 2022 । ଏହି ତାରିଖଟି ଯେବେ ମନେ ପଡିବ ପ୍ରତିଟି ଭାରତୀୟ ପ୍ରତିଟି ଗର୍ବ ଅନୁଭବ କରିବେ।

୮. ଶ୍ରାବଣ ଦ୍ବିତୀୟ ସୋମବାର: ଲିଙ୍ଗରାଜଙ୍କୁ ଜଳଲାଗି କଲେ ଭକ୍ତ

ଆଜି ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ୍‌ ବମ୍ ହର ହର ବମ୍ ଶବ୍ଦରେ କମ୍ପି ଉଠିଲା ପୁରା ଏକାମ୍ର କ୍ଷେତ୍ର ।

୯. ଭାରତର ବିଶ୍ବ ରେକର୍ଡ, ଗୋଟିଏ ଦଳ ବିପକ୍ଷରେ ଲଗାତାର 12ଟି ODI ସିରିଜ ବିଜୟ

ଦିନିକିଆ କ୍ରିକେଟରେ ଭାରତ ୱେଷ୍ଟ ଇଣ୍ଡିଜକୁ କ୍ରମାଗତ ଭାବରେ 12 ଥର ସିରିଜରେ ପରାସ୍ତ କରି ବିଶ୍ବ ରେକର୍ଡ କରିଛି ।

୧୦. ଲୋକନାଥଙ୍କ ଡୋରୀ ଲାଗିଲା, ୪ବର୍ଷ ପରେ ଜଳଲାଗି କରି ଭାବବିହ୍ବଳ ଦିବ୍ୟାଙ୍ଗ ବୋଲବମ୍ ଭକ୍ତ

ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ପ୍ରଭୁ ଲୋକନାଥଙ୍କ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମିଥିଲା ।

ABOUT THE AUTHOR

...view details