୧. Delhi Health Minister Arrested: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗିରଫ କଲା ED
ହାୱାଲା କେସ ମାମଲାରେ ଅର୍ଥ ହେରଫେର ନେଇ ବାରମ୍ବାର ଜେରା କରୁଥିଲା ଇଡି ।
୨. UPSC Results: ରାଙ୍କ୍ ୩୦୬, ପରୀକ୍ଷାକୁ କଠିନ ଭାବନ୍ତୁ ନାହିଁ କହିଲେ ସୌମ୍ୟ
ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ଅନୁଗୋଳ ଜିଲ୍ଲା ପାଲଲହଡାର ସୌମ୍ୟ ରଞ୍ଜନ ପ୍ରଧାନ କୃତିତ୍ୱ ଅର୍ଜନ କରିଛନ୍ତି ।
୩. ସ୍ୱାମୀଙ୍କ ଜୀବନ ପାଇଁ ଭିକ୍ଷା ମାଗୁଛି ଝରାଶ୍ରୀ, ସରକାରୀ ଅନୁଦାନ ଲୋଡୁଛି ପରିବାର
୪. UPSC Results Rank 86: ଦିନକୁ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲି କହିଲେ ଗୌରବ
୫. Sidhu Moosewala Murder Case: ନଭେମ୍ବରରେ କରିଥାଆନ୍ତେ ବିବାହ, ସରିଥିଲା ନିର୍ବନ୍ଧ