୧. ୭ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ, ଲୋ-ଭୋଲ୍ଟେଜ ସମସ୍ୟା ଦୂର ପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି
ରାଜ୍ୟରେ ୭ଟି ବିଦ୍ୟୁତ ପ୍ରକଳ୍ପର ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨. ଓଡ଼ିଶାରେ ଟମାଟୋ ଫ୍ଲୁ ଚିହ୍ନଟ ହୋଇନାହିଁ, ଏଥିରେ ଡ଼ରିବାର ନାହିଁ: RMRC
୩. ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନି କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି
୪. Contentious Social Media post: ଗିରଫ ପରେ ଜାମିନ ପାଇଲେ ପ୍ରଫେସର ରତନ ଲାଲ
୫. Australian senate polls: ବିଦେଶରେ ନିର୍ବାଚନ ଲଢୁଛନ୍ତି ୬ ପଞ୍ଜାବୀ ପ୍ରାର୍ଥୀ