1-ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ SRC
ବାତ୍ୟା ‘ୟସ’ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
2-ବିପଦ ସଙ୍କେତ ଦିଏ ନୀଳଚକ୍ର ବାନା, ବାତ୍ୟା ପୂର୍ବରୁ ଲାଗିଲା ଧବଳ ଧ୍ବଜା
ବାନା ଯେବେ ବନ୍ଧା ହୁଏ ଧବଳ, ବୁଷ୍ଟି ହୁଏ ସେତେ ପ୍ରବଳ । ଆଉ ଏହି ରୁଢି ଏବେ ସତ ପ୍ରମାଣିତ ହୋଇଛି ।
3-ଅପରାହ୍ନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି 2 ଲକ୍ଷ 10 ହଜାର, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ
4-ବାତ୍ୟା ଭୟ, ଚାନ୍ଦିପୁର-ଅବଦୁଲ କଲାମ ଦ୍ବୀପର ସୁରକ୍ଷା ପାଇଁ ପ୍ରସ୍ତୁତ DRDO
5-24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11769 ସଂକ୍ରମିତ
ରାଜ୍ୟରୁ ଦିନକରେ 11769 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 6 ଲକ୍ଷ 12 ହଜାର 993 ରେ ପହଞ୍ଚିଲା ।