1. କୋରୋନା ଦ୍ବିତୀୟ ଲହରୀରେ ଗଲାଣି ୩୨୯ ଡାକ୍ତରଙ୍କ ଜୀବନ, ଓଡିଶାରୁ 14
2.ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର
3. ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି, ବେସାହାରା ପିଲାଙ୍କୁ ଦିଆଯାଉ ମାଗଣା ଶିକ୍ଷା
4.MKCGରେ ତରଳ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ଲୋକାର୍ପଣ
ଏବେ ଗଞ୍ଜାମରେ ଦେଖାଦେବନି ଅକ୍ସିଜେନ ସଙ୍କଟ । MKCGରେ ତରଳ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ହେଲା ଲୋକାର୍ପଣ ।
5.ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ, 20 ଦିନରେ 350 ପାର ମୃତ୍ୟୁସଂଖ୍ୟା଼