1-ଆସନ୍ତା 24ରୁ ଘର ଘର ବୁଲି କୋଭିଡ୍ ଲକ୍ଷଣ ସର୍ଭେ, କୋରୋନା ମୃତକ ପରିବାରଙ୍କୁ ମିଳିବ ମଧୁବାବୁ ପେନସନ୍
୨୪ ମେ'ରୁ ତିନି ମାସ ପର୍ଯ୍ୟନ୍ତ ଘରକୁ ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶା କର୍ମୀ ।
2-24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11821 ସଂକ୍ରମିତ
ରାଜ୍ୟରୁ ଦିନକରେ 11821 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 5 ଲକ୍ଷ 26 ହଜାର 353 ରେ ପହଞ୍ଚିଲା ।
3-ପ୍ରଦର୍ଶନକୁ ପଥର ମାଡ, ଦୀର୍ଘ 6 ଘଣ୍ଟା ପରେ CBI କାର୍ଯ୍ୟାଳୟରୁ ବାହାରିଲେ ମମତା
4-ନାରଦା ଷ୍ଟିଙ୍ଗ: 4 TMC ନେତାଙ୍କୁ ମିଳିଲା ଜାମିନ
5-ଭିସି ଯୋଗେ ପାଠ ପଢିବେ +2 ପ୍ରଥମ ବର୍ଷ ଛାତ୍ରଛାତ୍ରୀ