1.ବାଲେଶ୍ବର ଉପନିର୍ବାଚନ: 89 ହଜାରରୁ ଉର୍ଦ୍ଧ୍ବ ଭୋଟରେ ସ୍ବରୂପ ଦାସ ବିଜୟୀ
ବାଲେଶ୍ବର ସଦର ଆସନରେ ବିଜୟୀ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ପ୍ରାୟ 89,564 ହାତେଇଛନ୍ତି ସ୍ବରୂପ ଦାସ ।
2.ତିର୍ତ୍ତୋଲ ଉପନିର୍ବାଚନ; ଆଗରେ ବିଜେଡି
3.ନାବାଳିକା ଗଣଦୁଷ୍କର୍ମ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହାଜର ହେବାକୁ ନୋଟିସ
4.ଖୋଲୁଛି ଜିଏସଟି ଠକେଇ ଗୁମର
5.ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଉଛି ବିଜେଡି