1.ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ
2.Iran Hijab Row: ହିଜାବକୁ ନେଇ ଅଶାନ୍ତ ଇରାନ, ପୋଲିସ ଗୁଳିରେ 31 ମୃତ
3.ମେକ୍ସିକୋ ବାର୍ରେ ଗୁଳିକାଣ୍ଡ, ୧୦ ମୃତ
ସେଣ୍ଟ୍ରାଲ ମେକ୍ସିକୋର ଏକ ବାର୍ରେ ଗୁଳିକାଣ୍ଡ । ବନ୍ଧୁକଧାରୀଙ୍କ ଅତର୍କିତ ଆକ୍ରମଣରେ ୧୦ ଜଣ ମୃତ ।
4.Karnataka Hijab Case: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ
କର୍ଣ୍ଣାଟକ ହିଜାବ ମାମଲାର 10 ଦିନ ହେବ ଶୁଣାଣି କରିବା ପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
5.Odisha Cabinet Decision: 16 ବିଭାଗର 33 ପ୍ରସ୍ତାବକୁ ମଞ୍ଜୁରୀ