1.ଆଜି ଗଣେଶ ଚତୁର୍ଥୀ, 2 ବର୍ଷ ପରେ କଟକଣା ମୁକ୍ତ ପୂଜା ମଉଜ
ଆଜି ଗଣେଶ ଚତୁର୍ଥୀ । ବିଘ୍ନନାଶନ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ।
2.ଅସୁସ୍ଥତା ଯୋଗୁଁ ୩ ଦିନରେ ଆଖି ବୁଜିଲେ ୨ ଛାତ୍ର, ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର
କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଅସୁସ୍ଥତା ଯୋଗୁଁ 3 ଦିନରେ ଆଖି ବୁଜିଲେଣି ଦୁଇ ଜଣ ଛାତ୍ର ।
3.ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ
4.ନୂଆଁଖାଇ ପାଇଁ ତିନି ଦିନ ଛୁଟି ଘୋଷଣା କଲେ ସରପଞ୍ଚ
ତିନି ଦିନିଆ ନୂଆଁଖାଇ ଛୁଟି ଦେଲେନି ସରକାର । ନିଜ ଅଞ୍ଚଳରେ ତିନି ଦିନ ନୂଆଁଖାଇ ଛୁଟି ଘୋଷଣା କଲେ ସରପଞ୍ଚ ।
5.Ganesh Chaturthi: ଆସିଛନ୍ତି ଅଗ୍ରପୂଜ୍ୟ, ଜାଣନ୍ତୁ ଗଣେଶ ପୂଜାର ଇତିହାସ
ଧରାବତରଣ କରିଛନ୍ତି ଗଜାନନ । ବିଦ୍ୟାଦାୟୀ ପୂଜା ମଣ୍ଡପରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ ।