ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 28, 2022, 7:01 PM IST

1.ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ, ୩୦ରେ ପରବର୍ତ୍ତୀ ଶୁଣାଣି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ । ବ୍ୟବସ୍ଥା ନଥାଇ ଡେଡ଼ ଲାଇନକୁ ନାପସନ୍ଦ କଲେ ହାଇକୋର୍ଟ । ଏନେଇ ଆସନ୍ତା ୩୦ରେ ହେବ ପରବର୍ତ୍ତୀ ଶୁଣାଣି

2.Fishing Near ITR Prohibited Area: ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି, ଜଣେ ମୃତ, ଜଣେ ଗୁରୁତର

ଆଇଟିଆରର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ଦୁଇଜଣ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି। ଜଣେ ମୃତ ଏବଂ ଅନ୍ୟଜଣେ ଗୁରୁତର

3.ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ତେଜୁଛି ଆନ୍ଦୋଳନ । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ଦାୟୀକରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶଙ୍କ ଘର ଆଗରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

4.Central Govt DA Hike: କେନ୍ଦ୍ର କର୍ମଚାରୀଙ୍କୁ ଦଶହରା ବୋନସ୍‌, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର(DA hike central government employees ) । ଏଣିକି ମହଙ୍ଗା ଭତ୍ତା ବୃଦ୍ଧି ପାଇ ସେମାନଙ୍କୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ

5.Rajasthan Political Crisis: ଦିଲ୍ଲୀ ଗସ୍ତ କରିବେ ଅଶୋକ ଗେହେଲଟ, ସୋନିଆଙ୍କୁ ଭେଟିବେ !

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଆଜି ଦିଲ୍ଲୀ ଗସ୍ତ କରିପାରନ୍ତି (Rajasthan Political Crisis)। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ପାରନ୍ତି

6.ଏଣିକି ପାସପୋର୍ଟ ସେବା କେନ୍ଦ୍ରରେ କରି ହେବ PCC ଆବେଦନ

ଦେଶର ନାଗରିକଙ୍କ ପାଇଁ ପାସପୋର୍ଟ ସେବାକୁ ଅଧିକ ସହଜ ସରଳ କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of External Affairs ) ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ।

7.ଏଣିକି ପାସପୋର୍ଟ ସେବା କେନ୍ଦ୍ରରେ କରି ହେବ PCC ଆବେଦନ

ଦେଶର ନାଗରିକଙ୍କ ପାଇଁ ପାସପୋର୍ଟ ସେବାକୁ ଅଧିକ ସହଜ ସରଳ କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (Ministry of External Affairs ) ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି

8.ସାମ୍ନାକୁ ଆସିଲା ସାଂଘାତିକ ସତ, ଔଷଧ ନାଁରେ ବିଷ ଖାଉଛନ୍ତି କିଡନୀ ରୋଗୀ !

ରାଜ୍ୟ ସରକାର କିଡନୀ ଜନିତ ରୋଗୀଙ୍କୁ ନିଷିଦ୍ଧ ଔଷଧ ଯୋଗାଉଥିବା ଅଭିଯୋଗ କରି ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଶହଶହ କିଡନୀ ରୋଗୀ ଏବଂ ସମ୍ପର୍କୀୟ ।

9.କୋରୋନାରୁ ସୁସ୍ଥ ହେଲେ ମହମ୍ମଦ ସାମି

କୋରୋନାରୁ ସୁସ୍ଥ ହେଲେ ଫାଷ୍ଟ ବୋଲର ମହମ୍ମଦ ସାମି (Mohammed Shami)। ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ସାମି କୋରୋନାରେ ଆକ୍ରାନ୍ତ ହୋଇ ଦଳରୁ ବାଦ ପଡିଥିଲେ

10.ଅଭିନେତା ମହେଶ ବାବୁଙ୍କ ମାଆ ଇନ୍ଦିରା ଦେବୀଙ୍କ ଦେହାନ୍ତ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରି

ଅଭିନେତା ମହେଶ ବାବୁଙ୍କ ମାତା ଇନ୍ଦିରା ଦେବୀଙ୍କ ଦେହାନ୍ତ ହୋଇଛି । ୭୦ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି ।

ABOUT THE AUTHOR

...view details