1.କୋମାରେ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର, ଶିକ୍ଷକ ମହଲରେ ଅସନ୍ତୋଷ
ଅଚଳ ହୋଇପଡ଼ିଛି ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର । ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ହୋଇପାରିନି
2.TATA ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀ ଦୁର୍ଘଟଣାରେ ମୃତ
3.ଟ୍ବିଟ୍ ଦ୍ବାରା ନୁହେଁ, ଆମ ରକ୍ତ ଓ ଝାଳରେ ତିଆରି ହୋଇଛି କଂଗ୍ରେସ: ଗୁଲାମ ନବୀ
4.ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେଲେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award)ରେ ସମ୍ମାନ ।
5.ଦରଦାମ ବୃଦ୍ଧି ଉପରେ କଂଗ୍ରେସର ହଲ୍ଲାବୋଲ, ରାମଲୀଳା ମୈଦାନରେ ଗର୍ଜିଲା ଦଳ