ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଇଟିଭିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 9, 2022, 7:02 PM IST

୧. ଲଗାଣ ବର୍ଷା ସାଜିଲା କାଳ, କେନାଲରେ ଭାସିଯାଇ ମହିଳା ମୃତ

ଢେଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ରାମିଆଳ କେନାଲ ପାଣିରେ ଭାସିଯାଇ ମହିଳା ମୃତ ।

୨. Bihar Political Crisis: ନୀତିଶଙ୍କୁ ଚ୍ୟାଲେଞ୍ଜ ଦେଲେ ଚିରାଗ, ରାଷ୍ଟ୍ରପତି ଶାସନ ପାଇଁ କଲେ ଦାବି

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ପରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋର ଧରିଛି ।

୩. କେନ୍ଦୁଝରରୁ ବିପୁଳ ପରିମାଣରେ ନକଲି ମଦ ଜବତ, ୫ ଗିରଫ

କେନ୍ଦୁଝର ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ ହୋଇଛି ।

୪ Bihar Politics: ରାଜ୍ ତିଲକ୍ କି କରୋ ତୈୟାରୀ, ଆ ରହେ ହୈ ଲଣ୍ଠନ ଧାରୀ: ଲାଲୁଙ୍କ ଝିଅ

ବିହାର ରାଜନୀତିର ଏହି ଓଲଟପାଲଟ ମଧ୍ୟରେ ଏବେ ଆରଜେଡି ନେତା ଜେତସ୍ବୀ ଯାଦବଙ୍କ ଉଭଣୀ ତଥା ଲାଲୁ ଯାଦବଙ୍କ ସାନ ଝିଅ ରୋହିଣୀ ଯାଦବ (Rohini Acharya) ଆଚାର୍ଯ୍ୟଙ୍କ ଏକ ଟ୍ବିଟକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି ।

୫. BJP ଓ ବିହାରବାସୀଙ୍କ ପ୍ରତି ବିଶ୍ୱାସଘାତକତା କଲେ ନୀତିଶ: ବିହାର BJP

ପ୍ରେସମିଟ କରି ନୀତିଶଙ୍କ ଉପରେ ବର୍ଷିଲା ବିଜାର ବିଜେପି । କହିଲା ନୀତିଶ ଯାହା କଲେ ବିଜେପି ଓ ରାଜ୍ୟବାସୀଙ୍କ ସହ ଧୋକା ଏବଂ ବିଶ୍ୱାସଘାତକତା ।

୬. Bihar Politics: ପଦ ବଜାୟ ରଖିବେ ନିତୀଶ, ତେଜସ୍ୱୀ ହେବେ ଉପମୁଖ୍ୟମନ୍ତ୍ରୀ

ନିତୀଶ କୁମାର ରହିବେ ବିହାର ମୁଖ୍ୟମନ୍ତ୍ରୀ । ତେଜସ୍ବୀ ଯାଦବ ହେବେ ଉପ ମୁଖ୍ୟମନ୍ତ୍ରୀ ! ତେଜ ପ୍ରତାପ ମଧ୍ୟ କ୍ୟାବିନେଟରେ ହେବେ ସାମିଲ ।

୭. Azadi ka Amrit Mahotsav: ୧ କିମି ଲମ୍ବ ଜାତୀୟ ପତାକା ଶୋଭାଯାତ୍ରା

ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ "ଆଜାଦି କା ଅମୃତ ମହୋତ୍ସବ" ପାଳନ କରୁଛି।

୮. ଅଡୁଆରେ ଓଡିଶା EDର ଡେପୁଟି ଡାଇରେକ୍ଟର, ବଙ୍ଗ ଲିଙ୍କ୍‌ରେ ଖୋଜୁଛି କୋଲକାତା ପୋଲିସ

ଝାରଖଣ୍ଡର ଓକିଲ ରାଜୀବ କୁମାରଙ୍କ ଗିରଫ ଦାରୀକୁ ନେଇ ଓଡିଶା EDର ଡେପୁଟି ଡାଇରେକ୍ଟରଙ୍କୁ ପଚରା ଉଚୁରା କରିବ କୋଲକାତା ପୋଲିସ ।

୯. ରାଜ୍ୟଗୋଷ୍ଠୀ କ୍ରୀଡାରେ ଇତିହାସ ରଚିଲା ଭାରତ, ୨୦୦ ସ୍ବର୍ଣ୍ଣ ଜିତିବାରେ ଚତୁର୍ଥ ଦେଶ

ରାଜ୍ୟଗୋଷ୍ଠୀ କ୍ରୀଡାର(Commonwealth Games 2022) ଶେଷ ଦିନରେ 4ସ୍ବର୍ଣ୍ଣ ସହ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ ।

୧୦. FAHADH FAASIL @40: ପତ୍ନୀଙ୍କ ସହ ବାର୍ଥ ଡେ ସେଲିବ୍ରେସନ୍‌ କଲେ ଅଭିନେତା ଫହାଦ

ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଫହାଦ ଫାସିଲ 40ତମ ଜନ୍ମଦିନ ପାଳନ କରିଛନ୍ତି ।

ABOUT THE AUTHOR

...view details