ଓଡିଶା

odisha

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Jul 27, 2022, 6:58 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. OdishaAssembly: ରାଜ୍ୟରେ ମାତ୍ର ୩୩ ସଚଳ ଶୀତଳ ଭଣ୍ଡାର ରହିଛି: କୃଷି ମନ୍ତ୍ରୀ

ପରିବା ସଂରକ୍ଷଣ ନେଇ ସରକାର ପଦକ୍ଷେପ ନେଉନାହାନ୍ତି । ବିରୋଧୀଙ୍କ ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବାରେ ଲାଗିଛି ।

୨. +2 Science and Commerce Results: ବିଜ୍ଞାନରେ ଟପ୍‌ କଲା ନୟାଗଡ଼, ବାଣିଜ୍ୟରେ ବୌଦ୍ଧର ବାଜିମାତ

ଏଥର ମଧ୍ୟ ଗତ ବର୍ଷ ଭଳି ଛାତ୍ରଙ୍କଠାରୁ ଛାତ୍ରୀ ବାଜିମାତ୍‌ କରିଛନ୍ତି । ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀଙ୍କ ପାସ୍‌ହାର ଛାତ୍ରଙ୍କ ଠାରୁ ଅଧିକ ରହିଛି

୩. Odisha +2 Arts Result: ଅଗଷ୍ଟ 8ରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ଫଳ

ଅଗଷ୍ଟ ୮ ତାରିଖରେ ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଘୋଷଣା ହେବ । ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

୪. ମିଥୁନଙ୍କ ବିସ୍ଫୋରକ ବୟାନ, BJP ସହ ସମ୍ପର୍କରେ ଅଛନ୍ତି 38 TMC ବିଧାୟକ

ଦିଦି ଭୋଗିବେ କି ଉଦ୍ଧବଙ୍କ ଦଶା ! ବିସ୍ଫୋରକ ମନ୍ତବ୍ୟ ଦେଲେ ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ।

୫. ଆସିଲା ୩ ହଜାର କୋଟିରୁ ଅଧିକ ବିଜୁଳି ବିଲ୍, ଟଙ୍କା ଦେଖି ଉପଭୋକ୍ତଙ୍କ ଉଡିଲା ହୋସ୍

ଉପଭୋକ୍ତାଙ୍କ ନିକଟକୁ ଆସିଲା ୩ ହଜାର କୋଟିରୁ ଅଧିକ ବିଲ୍ । ବିଲ୍ ଦେଖିବା ପରେ ମେଡିକାଲରେ ଭର୍ତ୍ତି ହେଲେ ଉପଭୋକ୍ତାଙ୍କ ବୃଦ୍ଧ ପିତା ।

୬. ପିଲାଙ୍କୁ ପାଠ ପଢ଼ାଇବ ରୋବୋଟ !

କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ସରକାରୀ କଲେଜରେ ରୋବୋଟ ଲ୍ୟାବ ପ୍ରତିଷ୍ଠା କରାଯାଇଛି ।

୭. National Herald Case: 3 ଘଣ୍ଟା ଜେରା ପରେ ଫେରିଲେ ସୋନିଆ ଗାନ୍ଧୀ

ଆଜି ପ୍ରାୟ 3 ଘଣ୍ଟା ଜେରା ପରେ ଫେରିଲେ ସୋନିଆ ଗାନ୍ଧୀ । ଆସନ୍ତାକାଲି ପାଇଁ ଜାରି ହୋଇ ନାହିଁ ସମନ ।

୮. ଅଜବ ଶପଥ, ୨୨ ବର୍ଷ ହେଲା ଗାଧୋଇ ନାହାନ୍ତି ବୃଦ୍ଧ !

ଯଦି ଜଣେ ବ୍ୟକ୍ତି ତାଙ୍କ ମନରେ କିଛି କରିବାକୁ ସ୍ଥିର କରେ, ତେବେ ତାହାକୁ ପୂରଣ କରିବା ପାଇଁ ସେ ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ଚେଷ୍ଟା କରିଥାଏ ।

୯. Ind vs WI 3rd ODI: ଟସ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଟସ ଜିତିବା ପରେ ଭାରତୀୟ ଅଧିନାୟକ ଶିଖର ଧାୱନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

୧୦. CWG 2022: ଭାରତୀୟ ଆଥଲେଟିକ୍ସଙ୍କର କେଉଁ ଦିନ କେଉଁ ଇଭେଣ୍ଟ

ଆସନ୍ତୁ ଜାଣିବା କମନ ୱେଲଥ ଗେମ୍ସରେ ଭାରତୀୟ ଆଥଲେଟିକ୍ସଙ୍କର କେଉଁ ଦିନ କେଉଁ ଇଭେଣ୍ଟ ରହିଛି ।

ABOUT THE AUTHOR

...view details