୧. ମୃତ୍ୟୁ ସଂଖ୍ୟା ନେଇ ଲିଖିତ ଅଭିଯୋଗ ଆସିଲେ ସାର୍ବଜନୀନ ହେବ ପୋଷ୍ଟମର୍ଟମ ରିପୋର୍ଟ: ସ୍ୱାସ୍ଥ୍ୟ ମନ୍ତ୍ରୀ
ରାୟଗଡା କାଶୀପୁର ଝାଡବାନ୍ତି ନେଇ ଆଜି ପୁନର୍ବାର ବିଧାନସଭାରେ ପ୍ରସଙ୍ଗ ଉଠିଛି ।
୨. Odisha Assembly: ମୁଲତବୀ ପ୍ରସ୍ତାବ, ଋଣଭାରରେ ବୁଡିଛି ଓଡିଶା, ଜବାବ ରଖିଲେ ଅର୍ଥମନ୍ତ୍ରୀ
୩. ବେଆଇନ ଭାବେ ପଥର ଖୋଳି ୪୨ ଲକ୍ଷ ତଣ୍ଡ ଗଣିଲେ କ୍ରସର ମାଲିକ !
ଲିଜ ଅଞ୍ଚଳ ବାହାରେ ଏପରିକି ଲିଜ ଅବଧି ସରିବା ପରେ ବେଆଇନ ଭାବେ ପଥର ଖୋଳି ଧରା ପଡିଛନ୍ତି କଳାହାଣ୍ଡିର କ୍ରସର ମାଲିକ ।
୪. Nuh DSP Murder Case: ଆଉ 3 ଅଭିଯୁକ୍ତ ଗିରଫ, ମୋଟ ଗିରଫଦାରୀ ସଂଖ୍ୟା 9କୁ ବୃଦ୍ଧି
ବେଆଇନ ଖାଦାନରେ ଚଢାଉ ବେଳେ ଜଣେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା ଘଟଣାରେ ଆଉ 3 ଅଭିଯୁକ୍ତ ଗିରଫ ।
୫. Monsoon session: ବିଶୃଙ୍ଖଳିତ ଆଚରଣ ପାଇଁ 19 ରାଜ୍ୟସଭା ସାଂସଦ ନିଲମ୍ବିତ
ପୁଣି ବିଶୃଙ୍ଖଳିତ ଆଚରଣ ପଡିଲା ମହଙ୍ଗା । 19 ରାଜ୍ୟସଭା ସାଂସଦଙ୍କୁ ନିଲମ୍ବିତ କଲେ ଉପରାଷ୍ଟ୍ରପତି ।