୧. ଭାରତୀୟ ଅର୍ଥନୀତି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର, 3 ଚାଇନିଜ ଠକଙ୍କ ନାଁରେ ଲୁକ୍ଆଉଟ ସର୍କୁଲାର
ବେଆଇନ ଲୋନ୍ ଆପ୍ ମାଧ୍ୟମରେ ଠକେଇ ମାମଲାରେ ଓଡିଶା କ୍ରାଇମବ୍ରାଞ୍ଚ ଏକ ବଡ଼ ଖୁଲାସା କରିଛି ।
୨. କାଶୀପୁରରେ ଡାଇରିଆ ଆତଙ୍କ, ସ୍ଥିତି ଅନୁଧ୍ୟାନ ପାଇଁ ଆଜି ପହଞ୍ଚିବ ଭୁବନେଶ୍ବର RMRC ଟିମ
ରାୟଗଡ଼ା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ସ୍ଥିତିକୁ କରିଛି ଅଣାୟତ୍ତ ।
୩.Presidential Election: ଦ୍ରୌପଦୀଙ୍କ ବିଜୟ ପାଇଁ ଅଲାରନାଥ ମନ୍ଦିରରେ ବିଜେପି ବିଧାୟକଙ୍କ ଦୀପଦାନ
୪.ବେଆଇନ କ୍ରସର ଶିଳ୍ପ ଉପରେ ପ୍ରଶାସନର ଚଢ଼ାଉ
ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଭାବରେ ଚାଲିଛି କ୍ରସର ଶିଳ୍ପ ।
୫. ରାଷ୍ଟ୍ରପତି ନିର୍ବାଚନରେ ଶାସକ, ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଶିବସେନା