୧. PM Modi in Andhra Pradesh: ଅଲ୍ଲୁରୀ ସୀତାରାମ ରାଜୁ ଆମ ପାଇଁ ପ୍ରେରଣା: ମୋଦି
୨. ଆସନ୍ତା ୬ରେ ମାଟ୍ରିକ୍ ଫଳାଫଳ, ଅପରାହ୍ଣ ୧ଟାରୁ ୱେବସାଇଟରେ ଉପଲବ୍ଧ
୩. ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ
୪. ଡକାୟତୀ ଘଟଣାରେ ୩ ଅଭିଯୁକ୍ତ ଗିରଫ
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପୋଲିସ ଡକାୟତୀ ଘଟଣାରେ ତିନି କୁଖ୍ୟାତ ଅପରାଧୀ ଗିରଫ ।
୫. ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ, ପତ୍ନୀ ଦେହରେ କିରୋସିନ ଢାଳି ନୃସଂଶ ହତ୍ୟା ଘଟଣା
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡ । ପତ୍ନୀ ଦେହରେ କିରୋସିନ ଢାଳି ହତ୍ୟା କରିବା ଘଟଣାର ଆସିଲା ରାୟ ।