1.50 ଲକ୍ଷର ହୀରା ଜବତ, ଓଡିଶାର ଦୁଇ ତସ୍କରଙ୍କୁ ବାନ୍ଧିଲା ଛତିଶଗଡ ପୋଲିସ
ଝାଡଖଣ୍ଡ ଗରିଆବନ୍ଦରୁ 50 ଲକ୍ଷର ହୀରା ଜବତ, ଏହାସହ ଗିରଫ ହେଲେ ଦୁଇ ଓଡିଆ ଯୁବକ । ଜେରା ଜାରି ରଖିଛି ପୋଲିସ ।
2.Florence Nightingale Award: କୋଭିଡ ସମୟରେ ସଂକ୍ରମିତ ଗର୍ଭବତୀଙ୍କୁ ସେବା, ଜାତୀୟସ୍ତରରେ ସମ୍ମାନିତ ହେବେ ଜଗତସିଂହପୁରର ଷ୍ଟାଫନର୍ସ
3.KK Death Case: ସାମ୍ନାକୁ ଆସିଲା ଚାଞ୍ଚଲ୍ୟ ତଥ୍ୟ, ଏସି ଅନ୍ ଓ ହାଲୋଜେନ୍ ଲାଇଟ୍ ବନ୍ଦ କରିବାକୁ ଅନୁରୋଧ କରିଥିଲେ KK
4.ବିଧାୟକଙ୍କ କ୍ବାର୍ଟର ପାଇଁ ଗଛ କଟା: ହାଇକୋର୍ଟରେ ରୁଜୁ ହେଲା ଜନସ୍ବାର୍ଥ ମାମଲା
5.ମୁଖ୍ୟ ବିଷୟ ପଢାଇବାକୁ ନାହାନ୍ତି ସାର୍, ଚିନ୍ତାରେ ଛାତ୍ରୀ ଓ ଅଭିଭାବକ