ଓଡିଶା

odisha

By

Published : Mar 27, 2022, 7:01 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପଞ୍ଚାୟତ ଓ ପୌର ନିର୍ବାଚନରେ ସଫଳତା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଶାସନିକ ଅଧିକାରୀ, ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ନବୀନଙ୍କ ନିର୍ଦ୍ଦେଶ

ପଞ୍ଚାୟତ ପୌର ନିର୍ବାଚନ ସଫଳତାର ସହ ସଂପାଦନା କରିଥିବାରୁ ବରିଷ୍ଠ ପୋଲିସ ଓ ସଚିବଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଅଧିକରୁ ଅଧିକ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

2.ସମ୍ବଲପୁରରେ ଲଜ୍ୟା: ବାଟରେ ଫେରୁଥିବାବେଳେ ଦୁଷ୍କର୍ମ, ଥାନାରେ ଅଭିଯୋଗ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅଞ୍ଚଳରେ ଲଜ୍ୟା । କଲେଜରୁ ଘରକୁ ଫେରୁଥିବାବେଳେ ୧୭ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ।

3.The Kashmir Files: କ୍ରେଜିୱାଲଙ୍କ ବୟାନକୁ ଲଜ୍ଜାଜନକ କହିଲେ ଅନୁପମ ଖେର

କେଜ୍ରିଓ୍ବାଲଙ୍କ କାଶ୍ମୀର ଫାଇଲ୍ସ ବୟାନକୁ ନେଇ ଟାର୍ଗେଟ କଲେ ଅନୁପମ ଖେର । କହିଲେ ଏପରି ମନ୍ତବ୍ୟ ଲଜ୍ଜାଜନକ । ଫିଲ୍ମକୁ ନେଇ ରାଜନୀତି କରିବା ଉଚିତ ନୁହେଁ ।

4.ଶୈବଭକ୍ତଙ୍କ ପାଇଁ ଖୁିସି ଖବର, ଜୁନ୍ 30ରୁ ଅମରନାଥ ଯାତ୍ରା ଆରମ୍ଭ

ଜୁନ ୩୦ରୁ ଆରମ୍ଭ ହେବ ଚଳିତବର୍ଷର ଅମରନାଥ ଯାତ୍ରା । କୋଭିଡ ସଂକ୍ରମଣ କାରଣରୁ ଗତ ଦୁଇ ବର୍ଷ ହେଲା ଯାତ୍ରାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ ।

5.ଅନାସ୍ଥା ହେବ କାଳ ! 2 ବର୍ଷ ପରେ ପଦ ହରାଇପାରନ୍ତି 32 ପୌରାଧ୍ୟକ୍ଷ !

ସରିଲା ନିର୍ବାଚନ, ସରିଲା ଗଣତି । କିନ୍ତୁ ସରିନି ସମସ୍ୟା । ଶାସକ ଦଳକୁ ଚକମା ଦେଇ ପୌରାଧ୍ୟକ୍ଷ ପଦ ଦଖଲ କରିଥିବା ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କ ପାଇଁ ଚିନ୍ତା ବଢିଛି ।

6.ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଟକର ନବ ନିର୍ବାଚିତ କର୍ପୋରେଟର ଓ ମେୟର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ନବ ନିର୍ବାଚିତ କର୍ପୋରେଟର ଓ ମେୟର ।

7.ପୌର ଫଳାଫଳକୁ ନେଇ ପ୍ରତିକ୍ରିୟା ରଖିଲେ ସୁର ରାଉତରାୟ

ପୌର ନିର୍ବାଚନରେ କଂଗ୍ରେସ ଅମାନତ ହରାଇବା ପରେ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

8.Swiss Open ଟାଇଟେଲ ଜିତିଲେ ପିଭି ସିନ୍ଧୁ

ବୁସାନନ ଓଙ୍ଗମାମ୍ରୁଙ୍ଗଫନକୁ ୨୧-୧୬, ୨୧-୮ ରେ ହରାଇ ସ୍ବିସ ଓପନ ଟାଇଟେଲ ଜିତିଲେ ପିଭି ସିନ୍ଧୁ । ଚଳିତ ବର୍ଷ ଏହା ସିନ୍ଧୁଙ୍କ ଦ୍ବିତୀୟ BWF ଟାଇଟେଲ ।

9.ବିଶ୍ବକପରୁ ବିଦାୟ ନେଲା ଭାରତ, ମିତାଲି ରାଜଙ୍କ ସନ୍ୟାସ ସଙ୍କେତ

କିମ୍ବଦନ୍ତୀ ଭାରତୀୟ କ୍ୟାପଟେନ୍‌ ମିତାଲି ରାଜ ନିଜର ଅବସର ନେଇ ସଙ୍କେତ ଦେଇଛନ୍ତି । ମହିଳା କ୍ରିକେଟ ବିଶ୍ବକପରୁ ରବିବାର ଟିମ ଇଣ୍ଡିଆ ବାହାର ହେବାପରେ ମିତାଲି କହିଛନ୍ତି, ସବୁର ଶେଷ ଅଛି(Everything must come to an end) ।

10.ମୁହଁ ଖୋଲିଲେ ସେହନାଜ, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ

ନୀରବତା ଭାଙ୍ଗିଲେ ଟେଲି ଅଭିନେତ୍ରୀ ସେହନାଜ ଗିଲ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ ।

ABOUT THE AUTHOR

...view details