୧.Supplementary Budget Presented: ଆଗତ ହେଲା ଅତିରିକ୍ତ ବଜେଟ
ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ ବିଲ୍ । ବିରୋଧୀଙ୍କ ହୋ ହାଲ୍ଲା ମଧ୍ୟରେ ଏହି ବିଲ ଆଗତ ହୋଇଛି ।
୨.PMAYରେ ରାଜ୍ୟକୁ ମିଳୁନି ଆବଶ୍ୟକ ଘର, ରାଜଭବନ ସମ୍ମୁଖରେ ଗର୍ଜିଲା BJD
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(Pradhan Mantri Awas Yojana-Gramin)ରେ ଓଡିଶାକୁ ଉପେକ୍ଷା ଅଭିଯୋଗ ।
୩.Pradhan Mantri Abbas Yojana; କେନ୍ଦ୍ର ବିରୋଧରେ ଗର୍ଜିଲା BJD
କେନ୍ଦ୍ରୀୟ ଅବହେଳାକୁ ଦାୟୀ କରି ଶାସକ ବିଜେଡି ରାଜଭବନ ଅଭିମୁଖେ ଶୋଭାଯାତ୍ରା କରିଛି ।
୪.Omicron Scare: ଆହୁରି ବିଳମ୍ବ ହେବ International Flights
୫.A, AB ଓ Rh+ ରକ୍ତ ବର୍ଗକୁ ରହିଛି ଅଧିକ କୋଭିଡ ସଂକ୍ରମଣ ଆଶଙ୍କା