୧.ପାର୍ବଣରେ ପୂର୍ବତଟ ରେଳବାଇର ପ୍ରସ୍ତୁତି, ଗଡିବ ୫ ସ୍ବତନ୍ତ୍ର ଟ୍ରେନ
୨.ରାଜ୍ୟ କ୍ୟାବିନେଟର ବଡ ନିଷ୍ପତ୍ତି: ଖରିଫରେ 63 ଲକ୍ଷ ଟନ୍ ଧାନ ସଂଗ୍ରହର ଲକ୍ଷ୍ୟ ରଖିଛି ଓଡିଶା
୩.ସାଉଥ ସିଟିରେ ଲୁଚିଛି ମନୀଷଙ୍କ ମୃତ୍ୟୁ ରହସ୍ୟ: ସିଲ ହେଲା ହୋଟେଲ
୪.ଛତିଶା ନିଯୋଗ ବୈଠକ: ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, କାର୍ତ୍ତିକ ମାସରେ ଆସିବେନି ହବିଷ୍ୟାଳୀ
ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଛି ଛତିଶା ନିଯୋଗ ବୈଠକ
୫.ଅନିଶ୍ଚିତତାରେ ଆଇନ କଲେଜ ପରୀକ୍ଷା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ