ଓଡିଶା

odisha

By

Published : Oct 10, 2021, 6:59 PM IST

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ପୁଣି କଟକରେ ଫାଟିଲା ପାଇପ, ଉଠିଲା 20 ଫୁଟ୍‌ର ପାଣି

ପୁଣି ଫାଟିଲା ପାଇପ । ବାଦାମବାଡ଼ି ମୁଖ୍ୟ ରାସ୍ତାରେ 20 ଫୁଟର ଉଠିଲା ପାଣି ।

2.ଧାନ କିଣାରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସିଏମ ନବୀନ । ଆସନ୍ତା ଖରିଫ ଋତୁରେ ଧାନ କିଣା ସମ୍ପର୍କରେ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

3.ବିଜେପିକୁ ବରୁଣଙ୍କ ଟାର୍ଗେଟ; ଲଖିମପୁରରେ ହିନ୍ଦୁ ବନାମ ଶିଖ ଲଢେଇ !

ଲଖିମପୁର ଖେରୀ ହିଂସାକୁ 'ହିନ୍ଦୁ ଶିଖ ଲଢେଇ'ରେ ପରିବର୍ତ୍ତିତ ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗ କରିଛନ୍ତି ବରୁଣ ଗାନ୍ଧୀ ।

4.ରାଜଧାନୀରେ ଚାଞ୍ଚଲ୍ୟ, ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକଙ୍କ ପୁଅ ମୃତଦେହ

ରାଜଧାନୀ ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟସ୍ଥ ପୋଖରୀରେ ଭାସୁଛି ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡପୁଅ ମୃତଦେହ ।

5.UGC NET 2021: ଅକ୍ଟୋବର 17ରେ ହେବନି ପରୀକ୍ଷା

ଆସନ୍ତା 17 ଅକ୍ଟୋବରରେ ହେବନି ୟୁଜିସି ନେଟ୍‌ । ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜାରି କରିଛି ନୂଆ ବିଜ୍ଞପ୍ତି ।

6.ଲୁଟ ଟଙ୍କାରେ ବାନ୍ଧବୀକୁ ଦେଉଥିଲେ ଉପହାର, ବଲାଙ୍ଗୀରରୁ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର ଜିଲ୍ଲାରୁ ଗିରଫ ହୋଇଛନ୍ତି ୩ ଆନ୍ତଃରାଜ୍ୟ ଲୁଟେରା । ଏହି ଲୁଟେରାଙ୍କ ମଧ୍ୟରେ ଥିବା ଜଣେ ଲୁଟେରା ନିଜ ଗର୍ଲଫ୍ରେଣ୍ଡକୁ ଲୁଟ ଟଙ୍କାରେ ଦାମୀ ଉପହାର ଦେଉଥିବା ଜଣାପଡ଼ିଛି ।

7.ଆସିଲା PM-CARES ଗାଇଡଲାଇନ, କୋଭିଡରେ ପିତାମାତା ହରାଇଥିବା ଅସହାୟ ଶିଶୁ ହେବେ ସାମିଲ

5 ମାସ ପରେ ଆସିଲା PM-CARES ଗାଇଡଲାଇନ । ରାଜ୍ୟକୁ ଚିଠି ଲେଖି ଅବଗତ କରାଇଲା କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ।

8.ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ, ଗର୍ଭବତୀ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ

ଛୁଟିରେ ଘରକୁ ଫେରୁଥିବାବେଳେ ଟ୍ରେନରୁ ଖସି ଯବାନ ମୃତ । ଖବର ଶୁଣି ଆତ୍ମହତ୍ୟା ଉଦ୍ଯମ କଲେ ଗର୍ଭବତୀ ସ୍ତ୍ରୀ । ଡାକ୍ତରଖାନାରେ ଭର୍ତ୍ତି ସୂଚନା।

9.DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ଆର୍ଯ୍ୟଭଟ୍ଟ ପୁରସ୍କାର

ଭାରତର ମହାକାଶ ଭ୍ରମଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅନୁସନ୍ଧାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ DRDO ମୁଖ୍ୟ ସତୀଶ ରେଡ୍ଡିଙ୍କୁ ସମ୍ମାନଜନକ ଆର୍ଯ୍ୟଭଟ୍ଟ ପୁରସ୍କାର ପ୍ରଦାନ କରାଯାଇଛି ।

10 ବିଧାୟକ ମୋହନ ମାଝୀଙ୍କ ଗାଡିକୁ ବୋମାମାଡ

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରେ ବୋମାମାଡ । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରିଥିବା ଅଭିଯୋଗ ହୋଇଛି ।

ABOUT THE AUTHOR

...view details