ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ତାଜା ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 28, 2021, 7:37 PM IST

1. ସିମଲାରୁ ଛୁଟି କାଟି ଫେରୁଥିଲେ ସୋନିଆ, ପଞ୍ଜାବରେ ଆସିଗଲା ଝଡ

ସିମଲାରୁ ଦିଲ୍ଲୀ ଫେରୁଥିଲେ ସୋନିଆ ଗାନ୍ଧୀ । ରୋଚକ କଥା ହେଉଛି, ସୋନିଆ ଓ ରାହୁଲ ଉଭୟ ଚଣ୍ଡିଗଡରୁ ହିଁ ଉଡାଣ ଭରିଥିଲେ । ତାଙ୍କର ବିମାନ ଦିଲ୍ଲୀରେ ଅବତରଣ କରିବା ପୂର୍ବରୁ ହିଁ ପଞ୍ଜାବ କଂଗ୍ରେସରେ ଆସିଥିଲା ଝଡ ତୋଫାନ ।

2. DRDO ତଥ୍ୟ ଲିକ୍ ମାମଲା; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

DRDO ତଥ୍ୟ ଲିକ ଘଟଣାରେ ଉଚ୍ଚ ନ୍ୟାୟାଳୟରେ ଦାୟର ହେଲା ଜନସ୍ବାର୍ଥ ମାମଲା । କ୍ରାଇମ ବ୍ରାଞ୍ଚ ପରିବର୍ତ୍ତେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଆବେଦନକାରୀ ।

3. UPI Payment ସ୍କ୍ରିନସଟ ଦେଖାଇ ଲକ୍ଷେ ଟଙ୍କାର ଗହଣା ଲୁଟ, ବନ୍ଧା ହେଲେ MBA ଛାତ୍ର

UPIରେ ପେମେଣ୍ଟ ନେଉଥିଲେ ଦୋକାନୀ ଓ ବ୍ୟବସାୟିକ ଅନୁଷ୍ଠାନ ହୋଇଯାନ୍ତୁ ସତର୍କ । କାରଣ କିଛି ଠକ ଗ୍ରାହକ ପେମେଣ୍ଟ ସଫଳ ହୋଇଯିବାର ସ୍କ୍ରିନସଟ ଦେଖାଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଜିନିଷ । ଏଭଳି ଖବର ଭୁବନେଶ୍ବର ଏବଂ ପୁରୀରୁ ଆସିଛି ।

4. 'ପରାଜୟ ଭୟରେ ମିଥ୍ୟା ଆରୋପ ଲଗାଉଛନ୍ତି ସମ୍ବିତ ପାତ୍ର'

ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ବିଜେଡିକୁ ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ।

5. Low Pressure; ଆସନ୍ତା ୩୦ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା !

ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତଥା ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ।

6. ନୃତ୍ୟ ଓ ଚିତ୍ରକଳାରେ ଅର୍ଘ୍ୟାସ୍ମୃତିଙ୍କୁ ରାଜ୍ୟସ୍ତରୀୟ ପୁରସ୍କାର

ରାଜ୍ୟସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ବାଲେଶ୍ଵରର ଝିଅ ଅର୍ଘ୍ୟାସ୍ମୃତି ଦାସ ।

7. ITFFA ରେ କଣ୍ଢେଇ ଯାତ୍ରାକୁ ଶ୍ରେଷ୍ଠ ପୁରସ୍କାର, ବିଶ୍ବ ଦେଖିଲା ରେଶମ ସହରର କଳା-ସଂସ୍କୃତି

ଅନ୍ତର୍ଜାତୀୟ ଟୁରିଜିମ୍‌ ଫିଲ୍ମ ଫେଷ୍ଟିଭାଲରେ ଭାରତ ପାଇଁ ଗୌରବ ଆଣିଲେ ଦୁଇ ଓଡ଼ିଆ ଯୁବକ । ବ୍ରହ୍ମପୁରର ଦୁଇ ଯୁବ ସିନେ ନିର୍ମାତା ସନ୍ନ୍ୟାସୀ ମହାରଣା ଓ ଟିକିରି ବେହେରା ରେଶମ ସହର ବ୍ରହ୍ମପୁରର କଳା ଓ ସଂସ୍କୃତିକୁ ନେଇ ନିର୍ମାଣ କରିଥିଲେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ।

8. Dance + ଶୋ'ରେ ଶକ୍ତିଙ୍କୁ ପ୍ରପୋଜ କଲେ ନୀରଜ, ଭିଡ଼ିଓ ଭାଇରାଲ

ଲୋକପ୍ରିୟ ଡ୍ୟାନ୍ସ ଶୋ'ରେ ନଜର ଆସିଲେ ସୁନା ପୁଅ ନୀରଜ ଚୋପ୍ରା । ଶକ୍ତିଙ୍କୁ କଲେ ପ୍ରପୋଜ, ଏମିତି ରିଆକ୍ଟ କଲେ ରାଘବ ।

9. IPL 2021: କ୍ୟାପିଟାଲ୍ସକୁ ୧୨୮ରନ୍‌ରେ ରୋକିଲା KKR

କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ୧୨୮ ରନ୍‌ର ବିଜୟ ଲକ୍ଷ୍ୟ ।

10. IPL: ସେହ୍ବାଗଙ୍କୁ ଟପିଲେ ପନ୍ତ, ବନିଲେ ଦିଲ୍ଲୀର ସର୍ବାଧିକ ରନ୍‌ ସଂଗ୍ରହକାରୀ

ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ ଋଷଭ ପନ୍ତ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଟିମର ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହୋଇଛନ୍ତି ।

ABOUT THE AUTHOR

...view details