ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 7PM ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 2, 2021, 7:00 PM IST

1.OBC ସଂରକ୍ଷଣ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି: କଂଗ୍ରେସ ବିଧାୟକ

OBC ସଂରକ୍ଷଣ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି କହିଲେ କଂଦ୍ରେସ ବିଧାୟକ ତାରା ବାହିନୀପତି

2.ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ବିଲ ପାରିତ

ସ୍ବାସ୍ଥ୍ୟ ବିଶ୍ଵବିଦ୍ୟାଳୟ ସ୍ଥାପନା କରିବା ପାଇଁ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ଆଇନ 9099 ନାମରେ ଏକ ବିଧେୟକ ପାରିତ ହୋଇଛି ।

3.Odisha Assembly: ଶୁକ୍ରବାର ଦିନ ୧୦.୩୦ ଯାଏଁ ଗୃହ ମୁଲତବୀ, ପାରିତ ହେଲା 3 ବିଲ୍

ହଟ୍ଟଗୋଳ ମଧ୍ୟରେ ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଚାଲି ପାରିଲା ନାହିଁ ବିଧାନସଭା । ଶୁକ୍ରବାର ସକାଳ ୧୦.୩୦ ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

4.Odisha Assembly: ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା, ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍

ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବା ଲୋକଙ୍କୁ 30 ବର୍ଗ ମିଟର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର । ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍ ।

5.ସରକାରଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛୁ: ବିଜେପି ବିଧାୟକ

ବିଧାନସଭାରେ ପୁଣି ଥରେ ମାହାଙ୍ଗା ତାତି । ଆଇନ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଆଜି ସରକାରଙ୍କୁ ଘେରିଛି ବିଜେପି ।

6.Eng vs Ind 4th test: ପ୍ରଥମେ ବ୍ୟାଟିଂ କରିବ ଭାରତ, ଟିମକୁ ଫେରିଲେ ଶାର୍ଦ୍ଦୁଳ-ଉମେଶ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ୫ଟିକିଆ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ।

7. କାହିଁକି ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ବାରଣ ?

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା । ଉତ୍ତର ରଖିଲେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ।

8. ଓ୍ବାଘା-ଅଟାରୀ ବର୍ଡରରେ ବଢିଲା ସୁରକ୍ଷା, ଲାଗିଲା ପ୍ରଥମ RDE

ସୀମାରେ ସୁରକ୍ଷା କଡାକଡି କରିଛି ଭାରତ। ଆଫଗାନ ସମସ୍ୟା ଦେଖି ୱାଘା-ଅଟାରୀ ବର୍ଡରରେ ଲାଗିଲା ପ୍ରଥମ ବିକିରଣ ଚିହ୍ନଟ ଉପକରଣ (Radiation Detection Equipment) ।

9. ଗିଲାନୀଙ୍କୁ କାଶ୍ମୀର ସ୍ବାଧୀନତା ସଂଗ୍ରାମୀ ଘୋଷଣା କଲା ପାକିସ୍ତାନ, ପାଳିବ ରାଷ୍ଟ୍ରୀୟ ଶୋକ

କାଶ୍ମୀରର ବିଚ୍ଛିନ୍ନାତାବାଦୀ ନେତା ତଥା ହୁରିୟତ କନ୍ଫରେନ୍ସ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳିବ ପାକିସ୍ତାନ ।

10.କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ

କୋଭିଡ କଟକଣା କୋହଳ ପରେ ବଦଳିଲା ନନ୍ଦନକାନନ ନିୟମ। ଏଣିକି ପ୍ରତି ଶନିବାର ଓ ରବିବାର ଖୋଲା ରହିବ ନନ୍ଦନକାନନ ।

ABOUT THE AUTHOR

...view details