1.ସେନାକୁ ମିଳିବ ବଳ, ସ୍ବଦେଶୀ MPATGM ମିସାଇଲର ସଫଳ ପରୀକ୍ଷଣ
ସ୍ବଦେଶୀ ହାଲୁକା ଫାୟାର ଆଣ୍ଡ ଫର୍ଗେଟ ମ୍ୟାନ-ପୋର୍ଟେବଲ ଆଣ୍ଟି ଟ୍ୟାଙ୍କ ମିସାଇଲ(MPATGM)ର ସଫଳ ପରୀକ୍ଷଣ ।
2.ଦିଦିଙ୍କ ହୁଙ୍କାର, ବିଜେପିକୁ କ୍ଷମତାରୁ ନ ହଟାଇବା ଯାଏଁ ଖେଲା ହେବ
3.ଖୋଲିବ ହଷ୍ଟେଲ, ଜାରି ହେଲା SOP
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ।
4.ନନ୍ଦନକାନନରେ ନୂଆ ଅତିଥି; ମୃତ ଶାବକ ସମେତ 3 ସିଂହ ଛୁଆ ଜନ୍ମ ଦେଲା ବିଜଲି
ଦୀର୍ଘ ଦିନ ପରେ ଏସିଆଟିକ ଲାୟନ (asiatic lion) 3 ଶାବକ ଜନ୍ମ ନେଇଛନ୍ତି । ବିଜଲି ସିଂହୀ 3 ଶାବକଙ୍କୁ ଜନ୍ମ ଦେଇଛି ।
5.ମାରିଦେଲା ମୟୂର, ନିଜେ ମରି ଯୁବକଙ୍କ ନେଇଗଲା ଜୀବନ