1. ଶପଥ ନେଲେ ପୁଷ୍କର, ପଦ୍ମ ପୋଖରୀରେ ଫୁଟୁଛି ପାଣି
2. ହାଇ ହିଲ୍ରେ ପରେଡ କରିବେ ମହିଳା ସୈନିକ, ସରକାରଙ୍କ ଉପରେ ବର୍ଷିଲେ ଜନତା
3. ତେଲରେ ଲାଗିଛି ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
4. JNPT ବନ୍ଦରରେ 879 କୋଟି ମୂଲ୍ୟର ହେରୋଇନ ଜବତ, 1 ଗିରଫ
ନାଭି ମୁମ୍ବାଇର JNPT ବନ୍ଦରରେ ମୋଟ 879 କୋଟି ମୂଲ୍ୟର ହେରୋଇନ ଜବତ ହୋଇଛି ।
5. 4 ଦିନିଆ ବ୍ରିଟେନ ଓ ଇଟାଲି ଗସ୍ତରେ ସ୍ଥଳସେନା ମୁଖ୍ୟ