1.ଜୁନ ୧୭ ଯାଏଁ ବଢିଲା ଲକଡାଉନ, ୩ ଜିଲ୍ଲାରେ କୋହଳ ନିୟମ
17 ମେ ପର୍ଯ୍ୟନ୍ତ ବଢିଲା ଦ୍ବିତୀୟ ଲହରର ପର୍ଯ୍ୟାୟ ଲକଡାଉନ । ଜୁନ 17 ସକାଳ 5 ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା ।
2.ରାଜ୍ଯରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ: ପ୍ରଦୀପ୍ତ କୁମାର ମହାପାତ୍ର
3.ବିଦ୍ୟୁତ ସଂଯୋଗକୁ କେନ୍ଦ୍ର କରି ଗଣ୍ଡଗୋଳ: ଜଣେ ଗୁରୁତର, 9 ଆହତ
ବାଲେଶ୍ଵର ଖନ୍ତାପଡ଼ା ଥାନା କଲ୍ୟାଣୀ ଗାଁରେ ୨ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।
4.ଜିଲ୍ଲାର ବିଭିନ୍ନ ସ୍ଥାନକୁ ରିଲିଫ ପଠାଇଲା ଓଡିଶା ମୋ ପରିବାର
ବାତ୍ୟା ୟସ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ବାତ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚାଇଲା ଓଡିଶା ମୋ ପରିବାର ।
5.ବାତ୍ୟା ପ୍ରକୋପରୁ ଉପକୂଳକୁ ବଞ୍ଚାଇଦେଲା ହେନ୍ତାଳବନ, ଭିତରକନିକାରେ ବ୍ୟାପକ କ୍ଷୟକ୍ଷତି