1-ପାଖେଇ ଆସୁଛି ୟଶ, ଖୁବଶୀଘ୍ର ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ
ମାଡି ଆସୁଛି ୟସ୍ । ଖୁବଶୀଘ୍ର, ସ୍ପଷ୍ଟ ହେବ ଲ୍ୟାଣ୍ଡଫଲ୍ ସ୍ଥାନ ।
2-ବାତ୍ୟା ୟଶ ପାଇଁ ବିଏମସିର ପ୍ରସ୍ତୁତି
3-ବାତ୍ୟା ୟସ ପାଇଁ ପ୍ରଭାବିତ ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ
ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ବନ୍ଦ ରହିବ ଟୀକାକରଣ ପ୍ରକ୍ରିୟା ।
4-ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମିଳିବ ଡୋର ସର୍ଭିସ, ଘରେ ହେବ ଟେଷ୍ଟିଂ
5-ଏଣିକି ଘରେ ବସି ପାଇପାରିବେ କୋଭିଡ ରିପୋର୍ଟ
କୋଭିଡ଼ ରିପୋର୍ଟ ପାଇବା ହେଲା ସହଜ । ଏ ନେଇ ରାଜ୍ୟ ସରକାର ଜାରି କଲେ ୱେବସାଇଟ ।