1.ଓଡିଶା ବଜେଟ 2021: ମୋଟ 1 ଲକ୍ଷ 70 ହଜାର କୋଟି ବ୍ୟୟବରାଦ
ପଶ୍ଚିମ ଓଡିଶା ବିକାଶ ପାଇଁ ୧୮୦ କୋଟି ବ୍ୟୟବରାଦ, ସ୍ବାଭିମାନ ଅଞ୍ଚଳକୁ ୫୦ କୋଟି
2.1999 ଗଣଦୁଷ୍କର୍ମ ମାମଲା: ମୁହଁ ଖୋଲିଲେ ପୀଡିତା, ୨୨ବର୍ଷ ଧରି ମରିମରି ବଞ୍ଚିଛି
3.2 ହଜାର ବଡ ଗଛ ବଞ୍ଚାଇଲା ଓଡିଶା ବଜେଟ
ପେପରଲେସ ବଜେଟରେ ଓଡିଶା ଆଦର୍ଶ । ବଞ୍ଚିଲା 2000 ବଡ ଗଛ ।
4.MSME ପାଇଁ 465 କୋଟି ବ୍ୟୟବରାଦ
ରାଜ୍ୟସରକାର MSMEକୁ ଗୁରତ୍ବ ଦେଇଛନ୍ତି । ଏଥିପାଇଁ 465 କୋଟିର ବ୍ୟୟବରାଦ କରାଯାଇଛି ।
5.ଓଡିଶା ବଜେଟରେ ଶିକ୍ଷାକୁ ଗୁରୁତ୍ବ: 24, 370 କୋଟି ଆବଣ୍ଟନ
2021-22ଓଡିଶା ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ମୋଟ 24, 370 କୋଟି ବ୍ୟୟବରାଦ ହୋଇଛି ।