ଓଡିଶା

odisha

ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡଖବର - ବଡଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM
TOP NEWS @7PM

By

Published : Jan 28, 2021, 6:59 PM IST

Updated : Jan 28, 2021, 7:04 PM IST

1.କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗ ବିଧାନସଭାରେ ସଂକଳ୍ପ ପତ୍ର ପାରିତ

ପଶ୍ଚିମବଙ୍ଗ ବିଧାନସଭା ଅଧିବେଶରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ପାରିତ ହୋଇଛି ସଂକଳ୍ପପତ୍ର । ଅଧିକ ପଢନ୍ତୁ...

2.ଦିଲ୍ଲୀ ପୋଲିସକୁ ଟିକାୟତଙ୍କ ପ୍ରଶ୍ନ ,‘ପୋଲିସ କାହିଁକି ଚଳାଇଲା ନାହିଁ ଗୁଳି ’

ନୂଆଦିଲ୍ଲୀରେ କୃଷକ ହିଂସା ପ୍ରସଙ୍ଗରେ ବିଭିନ୍ନ ଚାଷୀ ନେତାଙ୍କୁ ଦିଲ୍ଲୀ ପୋଲିସର ସମନ ପରେ ମୁହଁ ଖୋଲିଲେ ଚାଷୀ ନେତା ରାକେଶ ଟିକାୟତ । ଅଧିକ ପଢନ୍ତୁ...

3.ସେବାୟତ ମଧ୍ୟରେ ବିବାଦ, ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ

4 ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ସିଂହାରୀ ଓ ମେକାପ ସେବକଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶରେ ବିଳମ୍ବ ହୋଇଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ...

4.ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଯୋଗ ଦେବ ବିଜେଡି

ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ସମ୍ବୋଧନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

5.ନାବାଳିକା ହାତ ଧରି, ତା’ ପ୍ୟାଣ୍ଟ ଚେନ ଖୋଲିବା ଯୌନ ଶୋଷଣ ନୁହେଁ: ବମ୍ବେ ହାଇକୋର୍ଟ

ଯୌନ ଶୋଷଣା ମାମଲାରେ ପୁଣି ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ଅଜବ ରାୟ । ନାବାଳିକାର ହାତ ଧରିବା ଏବଂ ତା’ ପ୍ୟାଣ୍ଟ ଚେନ ଖୋଲିବା ଯୌନ ଶୋଷଣ ନୁହେଁ ବୋଲି କହିଛନ୍ତି କୋର୍ଟ । ଅଧିକ ପଢନ୍ତୁ...

6.ମାଟି ତଳୁ ବାହାରିଲା ପୁରାତନ ଐତିହ୍ୟ

ଲିଙ୍ଗରାଜ ମନ୍ଦିର ନିକଟରେ ମାଟି ତଳୁ ବାହାରିଲା ମନ୍ଦିର ଭଳି ଭଗ୍ନାବଶେଷ । ଅଧିକ ପଢନ୍ତୁ...

7.ତଦନ୍ତର ନିଷ୍କର୍ସ ନବାହାରିଲା ପର୍ଯ୍ୟନ୍ତ ଶିଶୁ ରହିବ ହେପାଜତରେ: ସିଡବ୍ଲୁସି

ବୁଧବାର ସିଡିଏ ମର୍କତନଗର ଅଞ୍ଚଳରେ ଏକ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି । ତେବେ ତଦନ୍ତର ନିଷ୍କର୍ସ ନବାହାରିବା ପର୍ଯ୍ୟନ୍ତ ଶିଶୁ ସିଡବ୍ଲୁସି ହେପାଜତରେ ରହିବ । ଅଧିକ ପଢନ୍ତୁ...

8.ଯୁବତୀଙ୍କ ଜିଦ୍‌: ବାହା ହେବି ବିଧାୟକଙ୍କୁ

ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବିଧାୟକଙ୍କ ଘରେ ବିଳମ୍ବିତ ରାତିରେ ଯୁବତୀ ବିବାହ ପାଇଁ ଜିଦ ଧରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

9.ଆରସିଏମ କଲେଜରେ ମିଳୁନି ରେଜିଷ୍ଟ୍ରେସନ ସାର୍ଟିଫିକେଟ, ତାତିଲେ ଛାତ୍ରଛାତ୍ରୀ

ଦୀର୍ଘ ବର୍ଷ ହେଲା ପାସ କଲା ପରେ ବି ଚନ୍ଦ୍ରଶେଖରପୁର ଅଞ୍ଚଳରେ ସ୍ଥିତ ଆରସିଏମ କଲେଜରେ ଛାତ୍ରଛାତ୍ରୀଙ୍କୁ ମିଳୁନି ରେଜିଷ୍ଟେସନ ସାର୍ଟିଫିକେଟ । କଲେଜରେ ବିକ୍ଷୋଭ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

10.ପୂର୍ବ ଯୋଜନା ଅନୁସାରେ ହେଉ ଉପକୂଳ ରାଜପଥ: ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦ୍ର ସରକାରଙ୍କ ପୂର୍ବ ଯୋଜନା ଅନୁସାରେ ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇ ୱେ ନିର୍ମାଣ କରିିବାକୁ ମିଳିତ କ୍ରିୟାନୁଷ୍ଠାନ ମହାମଞ୍ଚ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Last Updated : Jan 28, 2021, 7:04 PM IST

ABOUT THE AUTHOR

...view details