ଓଡିଶା

odisha

By

Published : May 25, 2021, 7:06 PM IST

ETV Bharat / bharat

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ଗୁରୁତ୍ୱପୂର୍ଣ୍ଣ ଖବର...

TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7 PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ବାତ୍ୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ମୁକାବିଲା ପ୍ରସ୍ତୁତି ତଥ୍ୟ ରଖିଲେ SRC

ବାତ୍ୟା ‘ୟସ’ ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଜାଗ ରହିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ ।

2.ପାରାଦ୍ବୀପ ଠୁ 200 କିଲୋମିଟର ଦୂରରେ ୟସ, ଜାଣନ୍ତୁ କେତେ ଅଛି ବାତ୍ୟାର ବେଗ ?

ସମୁଦ୍ର ମଧ୍ୟରେ ବାତ୍ୟା ୟସର ବେଗ ଏବେ ଘଣ୍ଟା ପ୍ରତି 16 କିଲୋମିଟର ରହିଛି । ସଂଧ୍ୟାସୁଦ୍ଧା ଏହା ଅତିଭୀଷଣ ବାତ୍ୟାର ରୂପ ନେବ ।

3. ୟସ ପାଇଁ ବନ୍ଦ ଯାତାୟତ, ଚଣ୍ଡିଖୋଲରୁ ବାଲେଶ୍ବରକୁ ଗଡିବନି ଗାଡି

ୟସ ପାଇଁ ଯାଜପୁରରେ କଟକଣା ଜାରି । ଚଣ୍ଡିଖୋଲରୁ ବାଲେଶ୍ବର ଅଭିମୁଖେ ଯାଉଥିବା ଗାଡି ଯାତାୟତ ହେବ ନାହିଁ । କେବଳ ଅତ୍ୟାବଶକ ଓ ଜରୁରୀକାଳୀନ ଗାଡି ଆତଯାତକୁ ମିଳିବ ଅନୁମତି ।

4. ବାତ୍ୟା ଭୟ, ଚାନ୍ଦିପୁର-ଅବଦୁଲ କଲାମ ଦ୍ବୀପର ସୁରକ୍ଷା ପାଇଁ ପ୍ରସ୍ତୁତ DRDO

ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ନିଜ ନିଜ ସ୍ତରରେ ପ୍ରସ୍ତୁତି ଚଳାଇଥିବାବେଳେ ଡିଆରଡିଓ ମଧ୍ୟ ନେଇଛି ସତର୍କତାମୂଳକ ପଦକ୍ଷେପ ।

5. ବିଶାଖାପଟନମ HPCLରେ ଭୟାବହ ଅଗ୍ନିକାଣ୍ଡ

ବିଶାଖାପାଟନମର HPCL (ଏଚପିସିଏଲ)ରେ ଲାଗିଛି ନିଆଁ ।

6-ବର୍ତ୍ତମାନ ସୁଦ୍ଧା ସ୍ଥାନାନ୍ତରିତ ହେଲେଣି ଦେଢ ଲକ୍ଷରୁ ଊର୍ଦ୍ଧ୍ବ, ସନ୍ଧ୍ୟା ସୁଦ୍ଧା ହେବେ ସାତ ଲକ୍ଷ

ବାତ୍ୟା ୟସ ଲ୍ୟାଣ୍ଡଫଲ କରିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ସ୍ଥାନାନ୍ତରଣ ପ୍ରକ୍ରିୟା ।

7-ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ

କୋରୋନା ବିରୋଧରେ ଲଢେଇ ପାଇଁ ଭାରତକୁ ଆସିବ ଆଣ୍ଟିବଡି କକଟେଲର ପ୍ରଥମ ଡୋଜ ।

8-ଟୁଲକିଟ ମାମଲା, ରାହୁଲ କହିଲେ ସତ୍ୟ କେବେ ଡରେନି

କୋଭିଡ-19 ଟୁଲକିଟ ମାମଲାର ଟ୍ବିଟର ଇଣ୍ଡିଆ ଅଫିସକୁ ଦିଲ୍ଲୀ ପୋଲିସର ନୋଟିସ ପଠାଇବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

9. ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ କୋରୋନାରେ ଦେହାନ୍ତ

ଭଞ୍ଜନଗରର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ କୋରୋନାରେ ମଙ୍ଗଳବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

10. କରଣ ଜୋହରଙ୍କୁ ବର୍ଥଡେ ଓ୍ବିଶ କଲେ ବି-ଟାଉନ୍ ସେଲିବ୍ରିଟି

ବି-ଟାଉନ ସେଲିବ୍ରିଟି ସୋସିଆଲ ମିଡିଆ ମାଧ୍ୟମରେ କରନଜୋହରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details