1.ଇଟିଭାଟିରେ ନାବାଳିକା ବନ୍ଧକ ଘଟଣା; ତଦନ୍ତରେ ଖପ୍ପା NHRC, କଲେ ରିପୋର୍ଟ ତଲବ
2. ପୁରୀରେ ହେବ ଅକ୍ସିଜେନ ପ୍ଲାଣ୍ଟ, ସମୀର ଦାସ ଦେଲେ ସୂଚନା
ପୁରୀରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ। ଜିଲ୍ଲାରେ କୋରୋନା ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ସମୀର ଦାସ ।
3. 24 ଘଣ୍ଟା ସେବାରେ କଟକ କୋଭିଡ କଣ୍ଟ୍ରୋଲ ରୁମ, ଦିନକୁ ଆସୁଛି 3 ହଜାର କଲ
କଟକ ଜିଲ୍ଲାରେ କୋଭିଡ ନିୟନ୍ତ୍ରଣର ମୁଖ୍ୟ ସହାୟକ ପାଲଟିଛି କୋଭିଡ କଣ୍ଟ୍ରୋଲ ରୁମ । 24 ଘଣ୍ଟା ଯୋଗାଉଛି ସେବା ।
4. ମେ 2021 JEE ମେନ୍ ପରୀକ୍ଷା ସ୍ଥଗିତ, ସଂକ୍ରମଣ ଯୋଗୁଁ ଘୁଞ୍ଚିଲା ସେସନ
5. 10 ରାଜ୍ୟକୁ 281 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା