1.ମାଟିରେ ମିଶିଲା ଟ୍ବିନ୍ ଟାୱାର୍ସ, ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ
2.ଧରାଶାୟୀ ହେଲା ଟ୍ବିନ ଟାଓ୍ବାର, ପାର୍ଶ୍ବବର୍ତ୍ତୀ ହାଉସିଂ ସୋସାଇଟିରେ ନାହିଁ କୌଣସି କ୍ଷୟକ୍ଷତି
3.ସେପ୍ଟେମ୍ୱର ୩ରୁ ସ୍ବତନ୍ତ୍ର OJEE, ୨୮ଟି ସହରରେ ହେବ ପରୀକ୍ଷା
ଆସନ୍ତା ସେପ୍ଟେମ୍ବର ୩ରୁ ଆରମ୍ଭ ହେବ ସ୍ବତନ୍ତ୍ର ଓଜେଇଇ ପରୀକ୍ଷା । ରାଜ୍ୟର ୨୮ଟି ସହରରେ ପରୀକ୍ଷା କରାଯିବ
4.Mann Ki Baat, ଜଳ ସଂରକ୍ଷଣର ଗୁରୁତ୍ବ ବୁଝାଇ ମାଣ୍ଡିଆ ଉତ୍ପାଦନ ବଢାଇବାକୁ ଆହ୍ବାନ କଲେ ମୋଦି
5.ପୂଜା ପୂର୍ବରୁ ମାତିଲେଣି ଚୋର, ରାଜଧାନୀରେ ଖେଳିଲାଣି ଭୟର ଆତଙ୍କ