ଓଡିଶା

odisha

ETV Bharat / bharat

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS 5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM
ବର୍ତ୍ତମାନର ବଡ ଖବର

By

Published : Aug 11, 2022, 5:03 PM IST

1.Independence Day: ଖବରକାଗଜରେ କେମିତି ଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ

କେବେ ଆପଣଙ୍କ ମନରେ ଏହି କୌତୁହଳତା ଜାଗ୍ରତ ହୋଇଛି କି ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଖବରକାଗଜର ପ୍ରଥମ ପୃଷ୍ଠା କିପରି ଥିଲା ? କିପରି ସମସ୍ତ ଭାରତୀୟଙ୍କ ନିକଟରେ ଦେଶ ସ୍ୱାଧୀନତାର ଖବର ପହଞ୍ଚିଥିଲା ?

2.ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ

ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ଜଗଦୀପ ଧନଖଡ । ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ବିଦାୟୀ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅନ୍ୟାନ୍ୟ କେନ୍ଦ୍ରୀୟ ନେତୃବୃନ୍ଦ

3.ସୁରଙ୍କ ହାତରେ ରାକ୍ଷୀ ବାନ୍ଧିଲେ ରାନୀ ପଣ୍ଡା, ଉପହାର ଦେଲେ ଭାଇ

ଭାଇ ଓ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ରକ୍ଷାବନ୍ଧନ । ଏଥିପାଇଁ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ ।

4.ହନିଟ୍ରାପରେ ପଡି 30 ଲକ୍ଷ ହରାଇଲେ ଓଡିଆ ଯୁବକ, ବନ୍ଧାହେଲା ନାଇଜେରିଆ ସାଇବର ଠକ

ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ସୋସିଆଲ ମିଡିଆରେ କରିଥିଲେ ବନ୍ଧୁତା ଓ ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା । ଅଭିଯୋଗ ପରେ ନାଇଜେରିଆ ଠକକୁ ଦିଲ୍ଲୀରୁ ବାନ୍ଧିଲା ପୋଲିସ ।

5.ରାହୁଲଙ୍କ ଅଭିଯୋଗ, ୨୦ ଟଙ୍କାରେ ତ୍ରିରଙ୍ଗା କିଣିବାକୁ ରାସନକାର୍ଡଧାରୀଙ୍କୁ ବାଧ୍ୟ କରାଯାଉଛି

ହର ଘର ତ୍ରିରଙ୍ଗା ଅଭିଯାନ ଦ୍ବାରା ଗରିବ ଲୋକେମାନେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

6.କ୍ୟାମେରାରେ କଏଦ ବାଦଲଫଟା ବର୍ଷାର ଭୟଙ୍କର ଦୃଶ୍ୟ, ଦେଖନ୍ତୁ ଭିଡିଓ

ହିମାଚଳ ପ୍ରଦେଶ ଚାମ୍ବାରେ ବାଦଲଫଟା ବର୍ଷା । ପାହାଡରୁ ପ୍ରବଳ ଜଳସ୍ରୋତ ସହ ଖସିଲା ଆବର୍ଜନା

7.PMO କର୍ମଚାରୀଙ୍କ କୁୁନି ଝିଅଙ୍କ ହାତରୁ ରାକ୍ଷୀ ପିନ୍ଧିଲେ ପ୍ରଧାନମନ୍ତ୍ରୀ ମୋଦି

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସ୍ନେହର ବନ୍ଧନ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ଝିଅ ।

8.ବିଶେଷଜ୍ଞଙ୍କ ବଡ ଖୁଲାସା, କୋଭିଡରେ ପୁନଃ ଆକ୍ରାନ୍ତ ହେଉଛନ୍ତି ପୂର୍ବରୁ ସଂକ୍ରମିତ ଶିଶୁ

ମାର୍ଚ୍ଚ ଅପ୍ରେଲରେ କୋଭିଡରେ ସଂକ୍ରମିତ ହୋଇଥିବା ଶିଶୁଙ୍କୁ ପୁଣି ଆକ୍ରାନ୍ତ କରୁଛି କୋରୋନା । ସତର୍କ ରହିବାକୁ ଡାକ୍ତରଙ୍କ ପରାମର୍ଶ

9.ରାଜ୍ୟଗୋଷ୍ଠୀ କ୍ରୀଡା ପରେ 2 ପାକିସ୍ତାନୀ ବକ୍ସର ନିଖୋଜ

ବର୍ମିଂହାମରେ ଆୟୋଜିତ 22ତମ ରାଜ୍ୟଗୋଷ୍ଠୀ କ୍ରୀଡା ପରେ ଦୁଇ ପାକିସ୍ତାନୀ ବକ୍ସର ନିଖୋଜ ହୋଇଥିବା ଜଣାପଡିଛି ।

10.ଲାଲ୍‌ ସିଂ ଚଢା ରିଲିଜ, ଫିଲ୍ମ ଦେଖିବାକୁ ଫ୍ୟାନ୍ସଙ୍କୁ ଆଲିଆଙ୍କ ଅପିଲ

ରକ୍ଷାବନ୍ଧନ ଅବସରରେ ବଡ ପରଦାରେ ଆଜି ମୁକ୍ତିଲାଭ କରିଛି ଲାଲ ସିଂ ଚଢା ଏବଂ ରକ୍ଷା ବନ୍ଧନ

ABOUT THE AUTHOR

...view details