୧. Maha Political Crisis: ଉପବାଚସ୍ପତିଙ୍କ ନୋଟିସକୁ ସୁପ୍ରିମକୋର୍ଟଙ୍କ ରୋକ୍, ଜୁଲାଇ ୧୨ରେ ଶୁଣାଣି
ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟରେ ଦାଖଲ କରିଥିବା ଯାଚିକାକୁ ନେଇ ଶୁଣାଣି କରିଛନ୍ତି ।
୨.Kulgam Enounter: 2 ଆତଙ୍କୀ ନିପାତ, ଅପରେସନ ଜାରି
୩. ମଙ୍ଗଳବାର ED ନିକଟରେ ହାଜର ହେବିନି: ଶିବସେନା ସାଂସଦ ସଞ୍ଜୟ ରାୱତ
ଜୁନ୍ ୨୮ ତାରିଖରେ ED ନିକଟରେ ହାଜର ହେବେ ନାହିଁ ଶିବସେନାର ବରିଷ୍ଠ ନେତା ତଥା ସାଂସଦ ସଞ୍ଜୟ ରାୱତ ।
୪. ରଥଯାତ୍ରାରେ ମାସ୍କ ବାଧ୍ୟତାମୂଳକ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
୫. ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସର ସତ୍ୟାଗ୍ରହ