ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jun 21, 2022, 5:02 PM IST

୧. President Elections: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା

ରାଷ୍ଟ୍ରପତି ନିର୍ବାଚନ (PresidentElections) ପାଇଁ ମିଳିତ ବିରୋଧୀ ପ୍ରାର୍ଥୀ ଘୋଷଣା ।

୨.ମହାରାଷ୍ଟ୍ରରେ ମହାଡ୍ରାମା ଜାରି: ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା

ମହାରାଷ୍ଟ୍ରର ମହାଡ୍ରାମା ଜାରି । ଗତକାଲି ରାତିରୁ ଗାଏବ 12 ବିଧାୟକ । ଗୁଜୁରାଟ ସୁରଟରେ ଏକ ହୋଟେଲରେ ଥିବା ସନ୍ଦେହ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇଲା ଶିବସେନା ।

୩. ଦେଶ ପାଇଁ ଜରୁରୀ ଅଗ୍ନିପଥ, ପ୍ରତ୍ୟାହାରର ପ୍ରଶ୍ନ ନାହିଁ

ଅଗ୍ନିପଥ ଯୋଜନାକୁ ନେଇ ଜାତୀୟ ପରାମର୍ଶଦାତା ଡୋଭାଲଙ୍କ ବୟାନ । କହିଲେ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

୪. ସାପଲହରାର ଅସୁସ୍ଥ ଦନ୍ତା: ଉଦ୍ଧାର ପରେ ହାତୀର ମୃତ୍ୟୁ

ଜୀବନ ଯୁଦ୍ଧରେ ହାରିଗଲା ସାପଲହରାର ଅସୁସ୍ଥ ଦନ୍ତା । ହାତୀ ପୋଖରୀରେ ନଖାଇ ନପିଇ ପଡ଼ି ରହିଥିଲା ।

୫. International Yoga Day: ମହୀଶୂରରେ ଯୋଗ କଲେ ପ୍ରଧାନମନ୍ତ୍ରୀ

ଆଜି ସାରା ଦେଶ ପାଳୁଛି ଯୋଗ ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ମହୀଶୂର ପ୍ୟାଲେସରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

୬. ଆଇନକୁ ସର୍ବଦା ସମ୍ମାନ ଦିଅନ୍ତି ଅନୁଭବ: ଓକିଲ

ଅନୁଭବଙ୍କ ବିରୁଦ୍ଧରେ ବର୍ଷା ଗତକାଲି (ସୋମବାର) ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାଏର କରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ଓକିଲ ।

୭. ରଥଖଳା ହାଲଚାଲ: ୩ ରଥର ତାଗବାଡ଼ିଆ ଶେଷ, ଭୂଇଁ ପାଖୁଡ଼ାରେ ଲାଗିଲା ନାହାକା

୩ ରଥର ତାଗବାଡ଼ିଆ ଶେଷ ହୋଇଛି । ବେଦୀ ପଛପଟେ ପଟା ବାଡ଼ିଆଯାଇଛି । ଭୂଇଁ ପାଖୁଡ଼ାରେ ନାହାକା ଲଗାଯାଇଛି ।

୮. କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବିରୋଧ, ଭୁବନେଶ୍ୱରରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ସିବିଆଇ କାର୍ଯ୍ୟାଳୟ ଘେରିଲେ କଂଗ୍ରେସ କର୍ମୀ ।

୯. ଅନ୍ତର୍ଜାତୀୟ ଯୋଗ ଦିବସ: ମୟୂରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ମୟୂରଭଞ୍ଜରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଜିଲ୍ଲାର ଐତିହ୍ୟ ପୀଠ ଖିଚିଂ ଠାରେ ଆୟୋଜିତ ସାମୂହିକ ଯୋଗ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

୧୦. ସାମନ୍ଥାଙ୍କ ପରେ ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଡୁବୁ ହେଉଛନ୍ତି ନାଗା

2021ରେ, ଦକ୍ଷିଣର ଅଭିନେତା ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥାଙ୍କଠାରୁ ଛାଡପତ୍ର ନେଇଥିଲେ ।

ABOUT THE AUTHOR

...view details