1.Presidential poll: ଦିଲ୍ଲୀରେ ବିରୋଧୀଙ୍କ ବୈଠକ ଆରମ୍ଭ
2.FIFA U-17 Womens World Cup: 11ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୬ଟି ମ୍ୟାଚ୍
3.ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ, ବିବାହ ଉତ୍ସବ ପାଇଁ ଥିବା ବାଣ ଫୁଟି ୭ ଗୁରୁତର !
ଗଞ୍ଜାମରେ ବଡ ଧରଣର ବିସ୍ଫୋରଣ । ବିବାହ ଉତ୍ସବ ପାଇଁ ରଖା ଯାଇଥିବା ବାଣ ଫୁଟି ୭ ଗୁରୁତର ।
4.ମମତାଙ୍କ ବିରୋଧୀ ମହାବୈଠକରେ ସାମିଲ ହେବେନି KCR
ମମତାଙ୍କ ମିଳିତ ବିରୋଧୀ ବୈଠକରେ ସାମିଲ ହେବନି କେସିଆରଙ୍କ ଟିଆରଏସ । ଦଳ ପକ୍ଷରୁ ହୋଇଥିବା ବୈଠକରେ ନିଷ୍ପତ୍ତି ।
5.ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ: ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ, 10 ଗିରଫ