1.Road Rage Case: ଆତ୍ମସମର୍ପଣ ପାଇଁ ପଟିଆଲା କୋର୍ଟରେ ପହଞ୍ଚିଲେ ସିଦ୍ଧୁ
ଆତ୍ମସମର୍ପଣ ପାଇଁ ପଞ୍ଚାବ ପଟିଆଲା କୋର୍ଟରେ ପହଞ୍ଚିଲେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।
2.Hyderabad Encounter Case: ଏନକାଉଣ୍ଟରକୁ ଫେକ୍ କହିଲେ ସୁପ୍ରିମକୋର୍ଟ, ୧୦ପୋଲିସ କର୍ମୀଙ୍କ ବିରୋଧରେ ହେବ ମାମଲା !
3.Gyanvapi Mosque Case: ଜିଲ୍ଲା ଅଦାଲତକୁ ହସ୍ତାନ୍ତର ହେଲା ମାମଲା, 8 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ
4.ମାଲିସ ପାଇଁ ଡାକି ଯୌନ ନିର୍ଯାତନା ! ଏଲନ ମସ୍କଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏୟାର ହଷ୍ଟେସ
5.ମହାରାଷ୍ଟ୍ର ଚନ୍ଦ୍ରପୁରରେ ଟ୍ୟାଙ୍କର-ଟ୍ରକ ମୁହାଁମୁହିଁ ଧକ୍କା, 9 ଜୀବନ୍ତ ଦଗ୍ଧ